naxalites set fire

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ: ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ଟି ଗାଡି ଜାଳିଦେଲେ

ମାଲକାନଗିରି(କେନ୍ଯୁଜ୍): ପୁଣି ମାଓବାଦୀଙ୍କ ଉପଦ୍ରବ। ମହାରାଷ୍ଟ୍ର ଗଡ଼ଚିରଲୀରେ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ ଘଟାଇଲେ ମାଓବାଦୀ। ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ଟି ଗାଡି ଜାଳିଦେଲେ ମାଓବାଦୀ।…

2 years ago