ଡିନାମାଇଟ୍ ଲଗାଇ ନକ୍ସଲ ଉଡ଼ାଇ ଦେଲେ ବିଜେପି ନେତାଙ୍କ ଘର
ଗୟା (ବିହାର) : ବିହାର ଗୟାରେ ମାତିଲେ ମାଓବାଦୀ । ବସ୍ଫୋରଣ କରି ଉଡ଼ାଇ ଦେଲେ ଜଣେ ଭାରତୀୟ ଜନତା ପାର୍ଟି ନେତାଙ୍କ ଘର । ଗତକାଲି ପ୍ରାୟ ୨୦ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ ଆସି ବିଜେପି ନେତା ଅନୁଜ କୁମାରଙ୍କ ଘରକୁ ଡିନାମାଇଟ୍ ଲଗାଇ ଉଡ଼ାଇ ଦେଇଛନ୍ତି । ତେବେ ଘରେ କେହି ନଥିବାରୁ କେହି…