Browsing Tag

nayagarh

Youth Dead : ଗଛରେ ପିଟି ହେଲା ବାଇକ୍, ବିଲ ମଧ୍ୟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ନୟାଗଡ : ବିଲ ମଧ୍ୟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ବାଇକ ଦୁର୍ଘଟଣାରେ ଯୁବକ ମୃତ୍ୟୁ ହୋଇଥିବା ପୋଲିସର ତଦନ୍ତ ଆରମ୍ଭ।  ନୟାଗଡ ଜ଼ିଲ୍ଲା ସରଣକୁଳ ଥାନା  ଗୋତିସାହି - ବାଉଁଶିଆ  ରାସ୍ତାରେ   ଯୁବକଙ୍କ ରକ୍ତାକ୍ତ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ଯୁବକ ହେଉଛନ୍ତି ଇଟାମାଟି…

Jewellery Loot : ଆଲମିରା ଭାଙ୍ଗି ଟଙ୍କା ସୁନା ଅଳଙ୍କାର ଲୁଟ୍, ପୋଲିସର ତଦନ୍ତ ଆରମ୍ଭ

ନୟାଗଡ : ଆଲମିରା ଭାଙ୍ଗି ଟଙ୍କା ସୁନା ଅଳଙ୍କାର ଲୁଟ୍ । ଗଣିଆ ଥାନା କରଡାପଡା ପଞ୍ଚାୟତ ରଗଡିସାହି ଗ୍ରାମରେ  ବାହାର ପଟୁ କବାଟ ଦେଇ ଚୋରି । ଗଣିଆ ପୋଲିସ ତଦନ୍ତ ଆରମ୍ଭ। ରଗଡି ସାହି ଗ୍ରାମର ଶିକ୍ଷକ ପଦ୍ମନାଭ ବେହେରା ତାଙ୍କ ଘରେ ଶୋଇଥିବା ବେଳେ ରାତି ୨ ଘଟିକା ୩୦ ମିନିଟ ସମୟରେ ବାହାରକୁ…

IIC Suspended : ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରି ନିଲମ୍ବିତ ହେଲେ ଥାନା ଅଧିକାରୀ , କ୍ରାଇମବ୍ରାଞ୍ଚ ପାଖରେ ହେଲେ…

ନୟାଗଡ : ଶରଣକୂଳର ପୂର୍ବତ୍ତନ ଥାନା ଅଧିକାରୀ ସୁଜିତ୍ ଦାସଙ୍କ ଆତ୍ମସମର୍ପଣ । ହାଇକୋର୍ଟର ନିର୍ଦ୍ଦେଶ କ୍ରମେ CAW ନିକଟରେ କଲେ ଆତ୍ମସମର୍ପଣ । ମେଡିକାଲ୍ ଟେଷ୍ଟ ପାଇଁ ସୁଜିତଙ୍କୁ ନୟାଗଡ ମେଡିକାଲକୁ ଆଣିଲା CAW । ସୁଜିତ୍ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ହ୍ବାଟସଅପ୍…

କାର ଟାୟାର ଫାଟି ଯିବାରୁ ଦୁର୍ଘଟଣା, ଜଣେ ମୃତ ୩ ଗୁରୁତର

ନୟାଗଡ Accident : କାର ର ପଛ ଟାୟାର ଫାଟିଯିବାରୁ କାର ଦୁର୍ଘଟଣା ଗ୍ରସ୍ତ । ଜଣେ ମୃତ ୩ ଗୁରୁତର । କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ଅଞ୍ଚଳର ୪ ଜଣ ଯୁବକ ମେଡିକାଲ ଚିକିତ୍ସା ପାଈଁ କଟକ ବାହାରି ଥିଲେ। ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ର ଦେଇ ଆସୁଥିଲେ। ନୟାଗଡ ଜ଼ିଲ୍ଲା…

ଗାଡି ଅଛି ଭଦ୍ରକରେ, ନୟାଗଡ଼ରେ ୫ ହଜାର କଟିଲା ଚାଲାଣ

ଭଦ୍ରକ: କାରକୁ ବାଇକ୍ ଫାଇନ୍ । ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ । ଭଦ୍ରକ ଆରଡି ଛକ ନିକଟରେ ଥିବା କ୍ଷୀତିଶ ସାମନ୍ତ ବେହେରାଙ୍କ ନିକଟକୁ ଚାଲାଣ ଆସିଛି । କାର୍ ନମ୍ବରରେ ବାଇକର ଫାଇନ୍ ଆସିଛି । ବାଇକ୍ ଚଲାଇବାବେଳେ ଫୋନରେ କଥା ହେବା ପାଇଁ ୫ ହଜାର ଟଙ୍କାର ଫାଇନ୍ କଟିଛି ।…

ବଦଳିଲେ ଶରଣକୂଳ ଥାନା IIC, ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଜାରି

ଶରଣକୂଳ : ବଦଳିଲେ ଶରଣକୂଳ ଥାନା IIC । ଇନ୍ସପେକ୍ଟରଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଜାରି କରାଯାଇଛି। ନୟାଗଡ଼ ଜିଲ୍ଲାର ଶରଣକୂଳ ଥାନାର ଇନ୍ସପେକ୍ଟର ସୁଜିତ ଦାସଙ୍କ ବିରୋଧରେ ଜଣେ ମହିଳାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି । ତାଙ୍କ ବିରୋଧରେ ମାମଲା…

ପ୍ରେମ ପାଇଁ ଗୁଳିକାଣ୍ଡ, ଯୁବକ ମୃତ

ନୟାଗଡ : ପ୍ରେମ ପାଇଁ ଗୁଳିକାଣ୍ଡ । ନୟାଗଡ଼ ଗଣିଆ ବ୍ଲକ ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା । ମୃତକ ହେଲେ ପତୁରିଆଗାଁର ରବୀନ୍ଦ୍ର କୁମାର ନାୟକ । ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିବା ବେଳେ, କାରରେ କିଛି ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ…

ଲାଞ୍ଚ ନେବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ନେଉଥିଲେ ୧ ଲକ୍ଷ ୩୬ ହଜାର ଟଙ୍କା

ଭୁବନେଶ୍ବର: ଲାଞ୍ଚୁଆ ସରକାରୀ ବାବୁଙ୍କୁ ଓଡ଼ିଶା ଭିଜିଲାନ୍ସର ଶକ୍ତ ଚାପୁଡ଼ା । ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ବେସରକାରୀ ସହଯୋଗୀ…

ନୟାଗଡ଼ ଅଜିତ ସାହୁ ହତ୍ୟା ମାମଲା, ଆଜି ୪ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ

ନୟାଗଡ଼: ନୟାଗଡ଼ ଅଜିତ ସାହୁ ହତ୍ୟା ମାମଲା । ଆଜି ୪ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ । କେମିତି ଓ କାହିଁକି ହତ୍ୟା କରିଥିଲେ, ତାହାର ଡେମୋ ଦେଖାଇବେ ଅଭିଯୁକ୍ତ । ହତ୍ୟା କରିବା ପରେ ୧୨ ଘଣ୍ଟା ଭିତରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗତକାଲି ଚୋରା…

ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଲୁଟ୍, ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ନୟାଗଡ : ମାଆଙ୍କୁ ବି ଛାଡିଲେନି ଲୁଟେରା । ମା' ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳା କନା ବୁଲାଇଲେ ଦୁର୍ବୁତ୍ତ । ଲୁଟି ନେଇଛନ୍ତି ମାଆଙ୍କ ସମସ୍ତ ସୁନା ଅଳଙ୍କାର । ନୟାଗଡ଼ ଜିଲ୍ଲା ଜାମୁକୋଣ ପାହାଡ଼ ଉପରେ ଥିବା ମାଆଙ୍କ ମନ୍ଦିରର ୧୮୦ ଫୁଟର ଗୁମ୍ଫା ଭିତରକୁ ଯାଇ ଚୋରି ହୋଇଛି ।  ଆଖି ଲାଖି…

ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର, ଖୁବ ଶୀଘ୍ର ମିଳିବ GI ଟ୍ୟାଗ୍

ଭୁବନେଶ୍ୱର: ଛେନପୋଡ଼ ଦିବସର ଦିନକ ପରେ ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର । ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍ ।  ଖୁବ ଶୀଘ୍ର ମିଳିବ ଭୌଗୋଳିକ ସୂଚକ, GI ଟ୍ୟାଗ୍ । ଏ ନେଇ ପଥ ପରିସ୍କାର ହୋଇଛି । ଛେନାପୋଡ଼ ପାଇଁ GI Tag ଆବେଦନ ପଞ୍ଜିକୃତ ହୋଇସାରିଛି । ​ଏ ବିଷୟରେ ଆଲୋଚନା ପାଇଁ…

ଗଛରେ ପିଟି ହେଲା ବାଇକ, ଚାଲିଗଲା ଜୀବନ ୨ ଯୁବକଙ୍କ ଜୀବନ

ନୟାଗଡ଼ : ଗଛରେ ପିଟି ହୋଇଗଲେ, ଚାଲିଗଲା ଜୀବନ। ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବକ ନୟାଗଡ଼ ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତ କଳଟାଙ୍ଗୀ ଗାଁର ବୀର କିଶୋର ଧଳ ଓ ଶଙ୍କର ବିଶ୍ଵାଳ । ଯୁବକ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗାଁରୁ ବୋଦସା ଦେଇ…