Browsing Tag

nayagarh accident

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଘଟଣାସ୍ଥଳରେ ୩ ମୃତ

ନୟାଗଡ଼ (କେନ୍ୟୁଜ):ଗଛରେ ପିଟିହେଲା ବାଇକ୍‌ । ଘଟଣାସ୍ଥଳରେ ୩ ମୃତ । ଗୋଟିଏ ବାଇକ୍‌ରେ ୩ ଜଣ ଯିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ନୟାଗଡ଼ ଓଡ଼ଗାଁ ଥାନା କୋମଣ୍ଡ ପଥରା ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ମୃତକ ସ୍ଥାନୀୟ ମହେଶ୍ୱରପୁର ଗାଁର । ମୃତକ ହେଲେ…

ପୁରୀ ଗଲାବେଳେ ଟ୍ରକ୍ ପଛପଟୁ ଧକ୍କା ଦେଲା କାର୍: ଗୋଟିଏ ପରିବାରର ୮ଜଣ ଗୁରୁତର

ନୟାଗଡ଼(କେନ୍ୟୁଜ): ନୟାଗଡ଼, ସୋନପୁର ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଟ୍ରକ ପଛପଟୁ ଧକ୍କା ଦେଲା ଏକ ସ୍ୱିଫ୍ଟ ଡିଜାର କାର୍ । ଯାହାଫଳରେ ଗୋଟିଏ ପରିବାରର ୮ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ହରିବନ୍ଧୁ ମେହେର, ତାଙ୍କ ସ୍ତ୍ରୀ ଏବଂ ପିଲା ମାନଙ୍କୁ ନେଇ ଏକ…

ଏମିତି ବି ଲେଖା ହୋଇଥାଏ ମୃତ୍ଯୁ: ବସ୍ ଓ ବାଇକ୍ ଦୁର୍ଘଟଣାର ଲାଇଭ୍ ଭିଜୁଆଲ୍ କଏଦ, ଚାଲିଗଲା ଯୁବକଙ୍କ ଜୀବନ

ନୟାଗଡ଼(କେନ୍ୟୁଜ୍‌): ବସ୍ ବାଇକ୍ ଦୁର୍ଘଟଣାର ଲାଇଭ ଫୁଟେଜକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୃତ୍ଯୁ କାହା ଭାଗ୍ୟରେ କେମିତି ଲେଖା ହୋଇଥାଏ ତାହା କହିବା ଅସମ୍ଭବ। ଅନ୍ୟପଟେ ନିର୍ଦୋଷ ବ୍ୟକ୍ତି ବି ବେଳେ ବେଳେ ଦୋଷୀ ହୋଇଥାଏ । କିନ୍ତୁ ପରେ ସତ୍ୟ ସାମ୍ନାକୁ ଆସିବା ପରେ ସବୁ ସରିସାରିଥାଏ ।…

ଦଶପଲ୍ଲା ଟାକରା ଘାଟି ନିକଟରେ ବସ୍‌-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ଡ୍ରାଇଭର ମୃତ, ୨୦ରୁ ଅଧିକ ଆହତ

ନୟାଗଡ(): ବସ୍‌-ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଟ୍ୟାଙ୍କର ଡ୍ରାଇଭର ମୃତ। ଦଶପଲ୍ଲା ଟାକରା ଘାଟି ନିକଟରେ ବସ୍‌-ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ନୟାଗଡ କଣ୍ଟାମାଲରୁ ଜଟଣୀ ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି।…

ନୟାଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟାଟା ଏସି ଧକ୍କାରେ ଦୁଇ ମହିଳା ମୃତ, ୨ ଗୁରୁତର

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସଂପଡା ଗ୍ରାମରେ ଆଜି ସକାଳୁ ଅଜଣା ଗାଡି ଧକ୍କାରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ଆଜି ଭୋର ସମୟରେ ୫୭ନଂ ଜାତୀୟ ରାଜପଥ ଉପରେ ଚାଲି ଚାଲି ଯାଉଥିବାବେଳେ, ଏକ ଟାଟା ଏସି ଗାଡି ଧକ୍କା…

ନୟାଗଡ଼ ଦଶପଲ୍ଲାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଗୁରୁତର, ୧୯ଆହତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ । ୧୯ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଡ୍ରାଇଭର ଗୁରୁତର । ସମସ୍ତେ କଟକ SCB ମେଡିକାଲ କଲେଜର ଶେଷବର୍ଷର ଛାତ୍ରଛାତ୍ରୀ । କୋଭିଡ ଡ୍ୟୁଟି ପାଇଁ ବଲାଙ୍ଗୀର ଯାଉଥିଲେ । ଦଶପଲ୍ଲା ନିକଟ…

ନୟାଗଡ଼ ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ନୟାଗଡ଼: ନୟାଗଡ଼ ଶରଣକୁଳ ଥାନା ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l  ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ମଧ୍ଯ ହୋଇଛନ୍ତି। ମୃତକ ୩ ଜଣ ହେଲେ ଜଗନ୍ନାଥପୁର ଗାଁର କୃଷ୍ଣ ନାୟକ, ମୁନା ନାୟକ ଓ ପଥରକଟା ଗ୍ରାମର ଶ୍ୟାମ ସେଠୀ। ସୂଚନା…

ନୟାଗଡ଼ ସିରିଜ୍‌ ଦୁର୍ଘଟଣା ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା, ଆଜି ମୃତଦେହ…

ନୟାଗଡ଼ : ନୟାଗଡ଼ ଶରଣକୁଳରେ ସିରିଜ୍‌ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଯାଇଥିବାବେଳେ ମଦ୍ୟପାନ କରି ଡ୍ରାଇଭର ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ଡ୍ରାଇଭରକୁ ପୋଲିସ ଗିରଫ କରିଛି । ସେପଟେ ଉପଜିଲ୍ଲାପଳ, ଓଡଗାଁ ତହସିଲଦାର ଘଟଣାସ୍ଥଳରେ ପହ଼ଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ…