ନୟାଗଡ଼ରେ ଡାକ୍ତରଖାନାରୁ ପିଲା ଚୋରି ଅଭିଯୋଗକୁ ଖଣ୍ଡନ, ହସ୍ପିଟାଲରୁ ପିଲା ଚୋରି ହୋଇନଥିବା କହିଲେ ମେଡିକାଲ…
ନୟାଗଡ଼ : ନୟାଗଡ଼ରେ ଡାକ୍ତରଖାନାରୁ ପିଲା ଚୋରି ଅଭିଯୋଗକୁ ଖଣ୍ଡନ । ହସ୍ପିଟାଲରୁ ପିଲା ଚୋରି ହୋଇନଥିବା କହିଲେ ମେଡିକାଲ କର୍ତ୍ତୃପକ୍ଷ । ସିସିଟିଭି ଯାଞ୍ଚ ପରେ ଘଟଣାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ଜଗଦୀଶ ଜେନା । ମେଡିକାଲକୁ ବଦନାମ କରିବା ପାଇଁ ଏଭଳି କରାଯାଇଥିବା ଅଭିଯୋଗ…