ନୟାଗଡ଼: ବ୍ୟାପାରଟା କଣ ଜଣାପଡ଼ିନି ହେଲେ ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ଼ କରିବା ପରେ ନିଜ ବେକ କାଟିଲେ ଯୁବକ, ଉଭୟ ଗୁରୁତର
ନୟାଗଡ଼(କେନ୍ୟୁଜ୍): ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଶିକ୍ଷୟିତ୍ରୀଙ୍କ ବେକ କାଟିବା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ। ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋଡିପଡା ଅଞ୍ଚଳରେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…