Browsing Tag

nayagarh news

ଆଜ୍ଞା ମାଳ ପୂଜା ହେବାପରେ ଫେରିଛନ୍ତି ମନ୍ଦିର ପ୍ରଶାସକ ଓ ଟିମ୍: ପରେ ନୟାଗଡ, ବୌଦ୍ଧ ଜିଲ୍ଲାର ବିଭିନ୍ନ ବନଖଣ୍ଡରୁ ଗଛ…

ନୟାଗଡ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା କାଠ ପାଇଁ ନୟାଗଡରେ ପହଞ୍ଚିଛି ମା’ ବିମଳାଙ୍କ ଆଜ୍ଞା ମାଳ । ମା ବଡରାଉଳିଙ୍କ ପାଖରେ ପୂଜା ପରେ ପୁରୀରୁ ଆସିଥିବା ମନ୍ଦିର ପ୍ରଶାସକ ଓ ଟିମ ଫେରିଛନ୍ତି । ପ୍ରଥମେ ମଙ୍ଗଳ ଆଳତି ପରେ, ହୋମ ପୂଜା ଆରମ୍ଭ ହୋଇଥିଲା । ଏଥିରେ ନୟାଗଡ ବନଖଣ୍ଡ ଅଧିକାରୀଙ୍କ…

ମିଳୁନି ରଣପୁରରୁ ନିଖୋଜ ନାବାଳିକାଙ୍କ ପତ୍ତା: ବ୍ରାହ୍ମଣୀ ଦେବୀ ପୋଖରୀରେ ଯୋରଦାର ଖୋଜାଖୋଜି କରୁଛି ସ୍କୁବା ଡାଇଭର ଓ…

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁରରେ ଜଣେ ନାବାଳିକା ନିଖୋଜ ଘଟଣାରେ ପୋଲିସର ତନାଘନା ତଦନ୍ତ । ଓଡ୍ରାଫ ଟିମ ସହ ସ୍କୁବା ଡାଇଭର ଆସି ଗାଁ ବ୍ରାହ୍ମଣୀ ଦେବୀ ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ପତ୍ତା ମିଳିପାରି ନାହିଁ । ଅଗ୍ନିଶମ ବାହିନୀ ମଧ୍ୟ ପୋଖରୀରେ ଖୋଜାଖୋଜି କରିଛି । ଏସପିଙ୍କ…

ଗ୍ରାହକଙ୍କୁ ଟାଣି ନେଉଛନ୍ତି ସୌମ୍ୟ, କୁନି କୁନି ହାତରେ ଖୁଆଉଛନ୍ତି ଚଟପଟା ଗୁପଚୁପ

ନୟାଗଡ଼ ( କେନ୍ୟୁଜ) : ଆପଣଙ୍କର ଗୁପଚୁପ ପସନ୍ଦ କି ନୁହେଁ। ପ୍ରାୟ ସମସ୍ତଙ୍କର ଗୁପଚୁପ ବହୁତ ପସନ୍ଦ। ଯଦି ଆପଣଙ୍କୁ ମଧ୍ୟ ଗୁପଚୁପ୍‌ ପସନ୍ଦ ତାହେଲେ ଆଜି ଆମେ ଆପଣଙ୍କୁ ନେଇଯିବୁ ଜଣେ କୁନି ଗୁପଚୁପ ବିକାଳୀଙ୍କ ପାଖକୁ। ଦେଖନ୍ତୁ କୁନି ଗୁପଚୁପ ବିକାଳୀଙ୍କୁ। ନିଜ କୁନି କୁନି ହାତରେ…

ନୟାଗଡ଼ ସିରିଜ୍‌ ଦୁର୍ଘଟଣା ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା, ଆଜି ମୃତଦେହ…

ନୟାଗଡ଼ : ନୟାଗଡ଼ ଶରଣକୁଳରେ ସିରିଜ୍‌ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଯାଇଥିବାବେଳେ ମଦ୍ୟପାନ କରି ଡ୍ରାଇଭର ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ଡ୍ରାଇଭରକୁ ପୋଲିସ ଗିରଫ କରିଛି । ସେପଟେ ଉପଜିଲ୍ଲାପଳ, ଓଡଗାଁ ତହସିଲଦାର ଘଟଣାସ୍ଥଳରେ ପହ଼ଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ…

ବିଏମସିରେ ଚାକିରି କରାଇଦେବା ନାଁରେ ଠକେଇ: ପାଞ୍ଚ ଜଣଙ୍କ ଠାରୁ ପାଞ୍ଚଲକ୍ଷ ଟଙ୍କା ଠକି ନେବା ପରେ ଥାନାରେ ଏତଲା,…

ନୟାଗଡ଼: ବିଏମସିରେ ଚାକିରି କରାଇଦେବା ନାଁରେ ଠକେଇ। ପାଞ୍ଚ ଜଣଙ୍କ ଠାରୁ ପାଞ୍ଚଲକ୍ଷ ଟଙ୍କା ଠକି ନେବା ପରେ ଥାନାରେ ହୋଇଛି ଅଭିଯୋଗ। ପୋଷ୍ଟାଲରେ ନିଯୁକ୍ତି ପତ୍ର ପାଇ ଏହା ମିଥ୍ୟା ବୋଲି ଜାଣିବା ପରେ ନୟାଗଡ଼ର ଶରଣକୂଳ ଥାନାରେ ଅଭିଯୋଗ କରିିଥିଲେ ମୋନାଲି ପ୍ରିୟଦର୍ଶୀନି। ଅଭିଯୋଗ ଆଧାରରେ…

କଙ୍ଗାରୁ କୋର୍ଟର ନିଷ୍ପତ୍ତି ଆଗରେ ହାର ମାନିଲା ମାନବିକତା, ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ପଡିରହିଲା ଶବ

ନୟାଗଡ: ଭୁଲିଗଲେ ମାନବିକତା। ନିଜ ସ୍ବାର୍ଥ ଆଗରେ ହରାଇବସିଲେ ମଣିଷ ପଣିଆ । କଙ୍ଗାରୁ କୋଟର ନିଷ୍ପତି କେତେଯେ ଭୟଙ୍କର, ତାହା ଆଖିରେ ନଦେଖିଲେ ଜଣେ ବିଶ୍ବାସ କରିପାରିବା ମୁସ୍କିଲ୍ । ନୟାଗଡ ଜିଲ୍ଲା ଶରଣକୁଳ ଥାନା ପାଣିଭଣ୍ଡାର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଜରିମାନା ଅର୍ଥ…

ନୟାଗଡ ବାଉଁଶିଆପଡା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ

ନୟାଗଡ: ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା । ନୟାଗଡ ଇଟାମାଟି ଥାନା ବାଉଁଶିଆପଡା ଗ୍ରାମରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ଗତକାଲି ରାତିରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ସେହି ଗ୍ରାମର କିଛି ଯୁବକ । ମୃତ ଯୁବକଙ୍କ ନାମ କ୍ଷେତ୍ର ମହାପାତ୍ର । ସୂଚନା ଅନୁଯାୟୀ, ଗତକାଲି…

ପୁଣି ସାହସିକତା ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ, ବନ୍ୟା ଜଳରେ ଭାସିଯାଉଥିବା ପଞ୍ଚୁ ଗୋଚ୍ଛି ଓ ତାଙ୍କ ବଳଦକୁ କଲେ…

ନାୟଗଡ: ଲଗାଣ ବର୍ଷାରେ ବେହାଲ ରାଜ୍ଯର ବିଭିନ୍ନ ଜିଲ୍ଲା । କେଉଁଠି ପ୍ରବଳ ବନ୍ୟା ଆସିବା ଫଳରେ ବିଭିନ୍ନ ସ୍ଥାନ ପାଣିରେ ବୁଡି ରହିଛି ତ, କେଉଁଠି ଜାତୀୟ ରାଜପଥର ନଦୀ ପୋଲ ଉପରେ ୪  ଫୁଟ ଉଚ୍ଚରେ ପାଣି ଚାଲୁଛି । ଯାହାଫଳରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।…

ନୟାଗଡ଼ ଶିଖରଗୋଛା ସ୍କୁଲ ନିକଟ ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଶିଖରଗୋଛା ସ୍କୁଲ ନିକଟ ରାସ୍ତା କଡ଼ ନିକଟରେ ଶିଶୁପୁତ୍ର ଉଦ୍ଧାର। ସଦ୍ଯ ନବଜାତକୁ ଜନ୍ମଦେଇ ମା’ ଫିଙ୍ଗି ଦେଇ ଚାଲି ଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସକାଳେ କିଛି ଲୋକ…

ନୟାଗଡ଼ କଣ୍ଟିଲୋ ଅଞ୍ଚଳରୁ ୭ଟି ଗୋରୁ ବୋଝେଇ ଟ୍ରକ୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ, ୨ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଅଞ୍ଚଳରୁ ୭ଟି ଗୋରୁ ବୋଝେଇ ଟ୍ରକ୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ। ଏହା ସହିତ ୮୮ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ…

ନୟାଗଡରୁ ପୁଣି ବାଘଛାଲ ର‍୍ୟାକେଟର ପର୍ଦ୍ଦାଫାସ୍ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍

ନୟାଗଡ: ପୁଣି ନୟାଗଡରୁ ବାଘଛାଲ ର‍୍ୟାକେଟର ପର୍ଦ୍ଦାଫାସ । ଜିଲ୍ଲାର ରଣପୁର ଅଞ୍ଚଳରୁ ୨ଟି ବାଘ ଛାଲ ଜବତ । ଜବତ କରିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଚଢଉ କରି ବାଘ ଛାଲ ଜବତ କରିଥିଲା ।…

ନୟାଗଡ: ବାହାଡାଝୋଲା କ୍ବାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତା ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ନୟାଗଡ(କେନ୍ୟୁଜ୍): ନୂଆଗଁ ବ୍ଲକ ବାହାଡାଝୋଲା କ୍ବାରେଣ୍ଟାଇନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ। ବ୍ୟକ୍ତି ଜଣକ ୨ ଦିନ ତଳେ ସୁରତରୁ ଫେରିଥିଲେ। ତାଙ୍କ ନାମ ଭଜ ବେହେରା ଓ ବୟସ ୩୧ ବର୍ଷ ବୋଲି ଜଣା ପଡିଛି। ମିଳିଥିବା ସୂଚନା ମୁତାବକ ଭଜ କ୍ବାରେଣ୍ଟାଇନ ସେଣ୍ଟରରେ ବ୍ରସ କରୁଥିବା ବେଳେ ହଠାତ…