ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଉ ଏକ ଭିଡିଓ ଭାଇରାଲ, ଆତ୍ମହତ୍ୟା ଉଦ୍ୟମ ଡ୍ରାମା ଥିଲା ବୋଲି ଭିଡ଼ିଓରେ ସମାଜସେବୀ…
କେନ୍ୟୁଜ୍(ବ୍ୟୁରୋ): ନୟାଗଡ଼ର ବହୁଚର୍ଚ୍ଚିତ ନାବାଳିକା ହତ୍ୟା ମାମଲାରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ନାବାଳିକାଙ୍କ ବାପା ଓ ମାଆଙ୍କ ସହ ଜଣେ ସମାଜସେବୀ କଥାବାର୍ତ୍ତା ହେଉଛନ୍ତି । କିଛି ଦିନ ପୂର୍ବରୁ ନ୍ୟାୟ ଦାବିରେ ବିଧାନସଭା ଆଗରେ ନାବାଳିକାଙ୍କ ବାପାମାଆ ଦେହରେ କିରୋସିନ…