ଗାଁରେ ମିଳୁଛି ସହରି ପାର୍କ ଖୁସି, ସନ୍ଧ୍ୟା ହେଲେ ଲାଗୁଛି ଲୋକଙ୍କ ପ୍ରବଳ ଭିଡ଼
ଗାଁ ପାର୍କରେ ମିଳୁଛି ସହରି ଖୁସି । ଲୋକଙ୍କ ମନମୋହୁଛି ନୟାଗଡ ଜିଲ୍ଲା ରାଜସୁନାଖଳା ପଞ୍ଚାୟତର କୋଟଗଡ଼ ପାର୍କ । ପାର୍କରେ ପ୍ରକୃତିର ସମ୍ଭାର । ପାର୍କରେ ରହିଛି ଝରଣା, ସୁନ୍ଦର ବଗିଚା, ପ୍ରତ୍ତିମୂର୍ତ୍ତି । ପାହାଡ ଉପରୁ କୁଳୁକୁଳୁ ନାଦ ଦେଇ ଝରୁଛି ଝରଣା । ପରିସରକୁ ରଙ୍ଗିନ କରୁଛି…