Browsing Tag

nayagrh

ଜୀବନକୁ କଷ୍ଟ ଦେଇ ପରିବାର ଚଳାଉଛନ୍ତି ମୁଣ୍ଡପୋତା ସୁଶାନ୍ତ

ନୟାଗଡ: ଏଇ ପେଟ ଚାଖଣ୍ଡକ ପାଇ ଏତେ ନାଟ। ସଂସାରରେ ବଞ୍ଚିରହିବା ପାଇଁ ସମସ୍ତଙ୍କୁ ଖାଦ୍ୟ ଦରକାର ଦିନକୁ ଦୁଇ ଓଳି ଖାଇବା ପାଇଁ ଲୋକ ଏଭଳି ନିଜ ଜୀବନକୁ ବି ବାଜିରେ ଲଗାଇ ଦେଉଛନ୍ତି ତାହା ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରିପାରିବେନି । ଦିନକୁ ଦୁଇ ମୁଠା ପେଟକୁ ଆହାର ଯୋଗାଇବାକୁ ବହୁ ଲୋକ…