ବିବାହର ୪ ମାସ ପରେ ସରୋଗେସୀ ଦ୍ୱାରା ହେଲା ନୟନତାରାଙ୍କ ସନ୍ତାନ, ଏବେ ସରକାର କରିବେ ଯାଞ୍ଚ
ନୟନତାରାଙ୍କ ଯାଆଁଳା ସନ୍ତାନକୁ ନେଇ ଏବେ ସରକାରଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ନୟନତାରା ଓ ତାଙ୍କର ସ୍ୱାମୀ ବିଗ୍ନେଶ ଶିବନଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି ଯେ ସରୋଗେସୀ ଗର୍ଭଧାରଣର ଠିକ ପ୍ରକ୍ରିୟା ପାଳନ କରାଯାଇଛି କି ନାହିଁ । ତାମିଲନାଡୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁବ୍ରମଣ୍ୟମ…