ଆଜି ଭୁବନେଶ୍ୱରରେ ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସର ମହାସମ୍ମିଳନୀ, ଜାଣନ୍ତୁ କେମିତି ସ୍ଥାପନ ହୋଇଥିଲା IRC ଭିଲେଜ?
ନବ ଉନ୍ମେଷର ବିନ୍ଧାଣି ସାଜିଛି ଇଣ୍ଡିଆନ ରୋଡ୍ସ କଂଗ୍ରେସ ବା ଆଇଆର୍ସି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଭଳି ବିଶ୍ୱସ୍ତରୀୟ ରାଜପଥ ହେଉ, ଅବା ହେଉ ଶ୍ରୀମନ୍ଦିର ଐତିହ୍ୟ କରିଡର କିମ୍ବା ରାଜପଥଠୁ ନେଇ ସୁଉଚ୍ଚ ଅଟ୍ଟାଳିକା, ସେତୁ, ଟନେଲ୍ ସବୁଠି ରହିଛି ଆଇଆର୍ସିର ଛାପ । ମାତ୍ର କେତେଟା…