ବର୍ତ୍ତି ପାରିବେନି ପୁରୁଣା ଅପରାଧୀ, ଖୋଜି ବାହାର କରିବାରେ ଲାଗିଛି ପୋଲିସ
କେନ୍ୟୁଜ୍(ବ୍ୟୁରୋ): ବର୍ତ୍ତି ପାରିବେନି ପୁରୁଣା ଅପରାଧୀ। ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍ । ପୁରୁଣା ଅପରାଧୀଙ୍କୁ ଖୋଜି ବାହାର କରିବାରେ ଲାଗିଛି ପୋଲିସ । ଜାରି ହୋଇଥିବା NBWଙ୍କ ତାଲିକା ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଟିମ୍ । ଗତକାଲି ୩୭ ବର୍ଷ ପରେ ଧରାପଡ଼ିଥିଲା ଡକାୟତ । NBW…