ଭାରତୀୟ ନୌସେନା ଏବଂ ଏନସିବିକୁ ବଡ ସଫଳତା: ଧରାପଡିଲା ୩୩୦୦ କେଜି ଡ୍ରଗ୍ସ, ୫ ଗିରଫ
ଭାରତୀୟ ନୌସେନା ଏବଂ ଏନସିବିକୁ ବଡ ସଫଳତା । ଭାରତୀୟ ନୌସେନା ସମୁଦ୍ର ଭିତରେ ୩୩୦୦ କେଜି ଡ୍ରଗ୍ସ ଜବତ କରିଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି ଏନସିବି । ଏହି ଡ୍ରଗ୍ସର ଦାମ କୋଟି କୋଟି ଟଙ୍କା ହେବ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଇରାନ୍ ବୋଟରେ ଯାଉଥିଲା ହଜାର ହଜାର କୋଟିର…