ଖାଲି କୋର୍ଟ ପେପରରେ ଜବରଦସ୍ତି ଆର୍ଯ୍ୟନ୍ଙ୍କ ଦସ୍ତଖତ କରାଇଛି ଏନ୍ସିବି, ସାକ୍ଷୀ ଦେଲେ ପ୍ରମାଣ
ବଲିଉଡ୍ ଡ୍ରଗ୍ସ ମାମଲାରେ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ବର୍ତ୍ତମାନ ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଜେଲରେ ଥିବା ବେଳେ ତାଙ୍କ ସମ୍ବନ୍ଧିତ ଏକ ଗୁରୁତ୍ୱପୂର୍ଣ୍ଣ ଟ୍ଵିଟ୍ ସାମ୍ନାକୁ ଆସିଛି। ଏହି ମାମଲାରେ ମୁଖ୍ୟ ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ କେ. ପି ଗୋସାବୀଙ୍କ ବଡିଗାର୍ଡ ବଡ଼…