ଆର୍ଯ୍ୟନ ଖାନଙ୍କ ଫିଲ୍ମକୁ ନେଇ ବିରୋଧ କଲେ ସମୀର ୱାଙ୍ଖଡେ, କୋର୍ଟରେ ଦାୟର କଲେ ମାନହାନୀ ମକଦ୍ଦମା
ନୂଆଦିଲ୍ଲୀ : ଜୁନିଅର ଖାନ୍ ଆର୍ଯ୍ୟନ ଖାନଙ୍କ ଫିଲ୍ମକୁ ବିରୋଧ । ଆର୍ଯ୍ୟନ ଖାନଙ୍କ ଫିଲ୍ମକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହେଲେ ପୂର୍ବତନ ନାର୍କୋଟିକ୍ସ ଅଧିକାରୀ ସମୀର ୱାଙ୍ଖଡେ । ଆର୍ଯ୍ୟନ ଖାନଙ୍କ ଫିଲ୍ମ ବ୍ୟାଡସ ଅଫ ବଲିଉଡକୁ ନେଇ କୋର୍ଟରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି ସମୀର…