Browsing Tag

NCB

ବାରମ୍ବାର ମୁମ୍ବାଇରେ NCBର ଚଢ଼ାଉ ପରେ ଡ଼ାଇରେକ୍ଟର ଏବଂ ତାଙ୍କ ଟିମ ଉପରେ ଆକ୍ରମଣ, ୩ ଗିରଫ

ରବିବାର ସନ୍ଧ୍ୟାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଜୋନଲ ନିର୍ଦ୍ଦେଶକ ସମୀର ୱାନକେଡେ ଏବଂ ତାଙ୍କ ଟିମ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଏହି ଆକ୍ରମଣରେ ଦୁଇଜଣ ଅଧିକାରୀ ଆହତ ହୋଇଥିଲେ । ଡ୍ରଗ୍ କାରବାରରେ…

ଡ୍ରଗ୍ସ ମାମଲାରେ ଭାରତୀଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ଗିରଫ, ମାନିଲେ ଗଞ୍ଜେଇ ନେଉଥିବା କଥା

ଭାରତୀଙ୍କ ସ୍ବାମୀ ହର୍ଷ ମଧ୍ୟ ଆଜି ଗିରଫ ହୋଇଛନ୍ତି । କମେଡିଆନ୍ ଭାରତୀ ସିଂହଙ୍କୁ ଗତକାଲି ରାତିରେ ଗିରଫ କରିଥିଲା ଏନ୍ସିବି । ଗତକାଲି ହର୍ଷ ଲିମ୍ବାଚିୟା ପଚରାଉପରା ପାଇଁ ଏନସିବି ଆଗରେ ହାଜର ହୋଇଥିଲେ ମଧ୍ୟ ତାଙ୍କୁ ପଚରାଉଚରା ପରେ ଛାଡିଦିଆଯାଇଥିଲା । କିନ୍ତୁ ଆଜି ଡ୍ରଗ୍ସ ମାମଲାରେ…

କମେଡି କୁଇନ୍‌ ଭାରତୀ ସିଂହଙ୍କ ଘରେ ଅଚାନକ ପଶିଲା ଏନ୍‌ସିବି, ଡ୍ରଗ୍ସ ମାମଲାରେ ଆରମ୍ଭ ହେଲା ତଦନ୍ତ

ଡ୍ରଗ୍ସ ମାମଲାରେ ଜଣକ ପରେ ଜଣେ ସେଲିବ୍ରିଟି ଛନ୍ଦି ହୋଇଯାଉଛନ୍ତି। ଆଜି ସକାଳେ ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଚଢ଼ଉ କରିଛି। ଡ୍ରଗ୍ସ ମାମଲାକୁ ନେଇ ଏହି ଚଢ଼ଉ କରାଯାଇଛି।…

୭ ଘଣ୍ଟା ଧରି ଅର୍ଜୁନ ରାମପାଲଙ୍କୁ ଜେରା କଲା NCB, ଘରୁ ମିଳିଥିଲା ସନ୍ଦେହଜନକ ଔଷଧ

ଡ୍ରଗ୍ସ କନେକ୍ସନ ମାମଲାରେ NCB ପ୍ରତିଦିନ ବଲିଉଡ ସେଲିବ୍ରିଟିଙ୍କୁ ଜେରା କରୁଛି। ଗତ କିଛି ମାସ ଧରି ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ହସ୍ତୀ NCB ଅଫିସ ଯାଇ ସାରିଲେଣି। ଏବେ ଏହି ତାଲିକାରେ ଅର୍ଜୁନ ରାମପାଲ ବି ଯୋଡ଼ି ହୋଇଛନ୍ତି। ଶୁକ୍ରବାର ପ୍ରାୟ ୭ ଘଣ୍ଟା ଧରି ଅର୍ଜୁନଙ୍କୁ ଜେରା କରିଛି…

ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ NCBର ଚଢ଼ାଉ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ଆଙ୍ଗଲ୍ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏହି ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ଏହି ମାମଲାରେ ଏନସିବିର ଏକ ଟିମ୍ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଛନ୍ତି । ତେବେ ଅର୍ଜୁନ ରାମପାଲଙ୍କ ଘରେ ଏନସିବି…

ଡ୍ରଗ୍ସ ଲିଙ୍କରେ ଏନସିବି ହାତରେ ଧରାପଡିଲେ ଆଉଜଣେ ଅଭିନେତ୍ରୀ, ସିରିଅଲ ଦେବୋ କି ଦେବ ମହାଦେବ’ରେ ଆସିଛନ୍ତି ନଜର

ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଏନସିବି ପ୍ରତିଦିନ ଖୋଳତାଡ କରୁଛି। ମୁମ୍ୱାଇରେ ଡଗ୍ସ କନେକ୍ସନକୁ ନେଇ ଏନ୍ସିବିର ବଡ଼ କାର୍ଯ୍ୟାନୁଷ୍ଠାନ। ଏବେ ଏନସିବି ଜାଲରେ ପଡିଛନ୍ତି ଜଣେ ଟିଭି ଅଭିନେତ୍ରୀ। ଡ୍ରଗ୍ସ କିଣୁଥିବା ବେଳେ ଏନ୍ସିବି ଟିଭି ଅଭିନେତ୍ରୀ ପ୍ରୀତିକା…

ଦୀପିକା ପାଦୁକୋନ୍‌ଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରୁ ମିଳିଲା ଡ୍ରଗ୍ସ, ସମନ ଜାରି କଲା NCB

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରୁ ଡ୍ରଗ୍ସ ଜବତ ହୋଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମଙ୍ଗଳବାର ତାଙ୍କ ଘରେ ଚଢ଼ଉ କରିଥିଲା। ଏନ୍‌ସିବି କରିସ୍ମାଙ୍କୁ ଆଜି ସମନ୍‌ ପଠାଇ ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ ସେ ଆସିନଥିଲେ।…

ବଲିଉଡ ଡ୍ରଗ୍ସ ମାମଲା: ଦୀପିକା, ସାରା ଏବଂ ଶ୍ରଦ୍ଧାଙ୍କୁ NCB ରୁ କ୍ଲିନଚିଟ୍‌ !

ଅଭିନେତା ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଏବଂ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନସିବି ଏକ ପ୍ରକାରର କ୍ଲିନ୍ ଚିଟ୍ ଦେଇଛି ବୋଲି ଖବର ମିଳିଛି। ଶନିବାର ଦିନ ଦୀପିକା ପାଦୁକୋନ୍ ଏବଂ କରିସ୍ମା ପ୍ରକାଶ ଏନସିବି ଅଧିକାରୀଙ୍କୁ କହିଛନ୍ତି ଯେ, ୨୦୧୭…

ଜେରା ବେଳେ ଦୀପିକା ପାଦୁକୋନ୍‌ଙ୍କ ସାମ୍ନାରେ ହାତ ଯୋଡ଼ିଥିଲେ ଏନ୍‌ସିବି ଅଧିକାରୀ, ଜାଣନ୍ତୁ କାହିଁକି

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସମ୍ବନ୍ଧୀୟ ଡ୍ରଗ୍ସ ମାମଲାର ଯାଞ୍ଚ ଅବସରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶନିବାର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ୫ ଘଣ୍ଟା ଧରି ପଚରାଉଚରା କରିଛନ୍ତି। ଅନ୍ୟପଟେ ପଚରାଉଚରା ବେଳେ ଏଭଳି ପରିସ୍ଥିତି ଉପୁଜିଲା ଯେ ଏନ୍‌ସିବି…

ବଢିଲା ମସ୍ତାନୀଙ୍କ ଅଡୁଆ: ସେହି ହ୍ଵାଟସ୍‌ଆପ୍‌ ଗ୍ରୁପର ଆଡମିନ ଥିଲେ ଦୀପିକା, ଯେଉଁଥିରେ ଲେଖାଥିଲା ‘ମାଲ୍‌ ହୈ କ୍ୟା’

ଡ୍ରଗ୍ସ ବିବାଦକୁ ନେଇ ଫସିଥିବା ଦୀପିକା ପାଦୁକୋନଙ୍କ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଖବର ମୁତାବକ ଦୀପିକା ପାଦୁକୋନ ସେହି ହ୍ଵାଟସଆପ୍‌ ଗ୍ରୁପର ଆଡମିନ ଥିଲେ, ଯେଉଁଥିରେ ଡ୍ରଗ୍ସ ନେଇ କଥାବାର୍ତ୍ତା ଚାଲୁଥିଲା। ନିଜେ ଦୀପିକା ଏହି ଗ୍ରୁପରେ ୨୦୧୭ରେ ଡ୍ରଗ୍ସ ମାଗିଥିଲେ।…

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଆଜି ରକୁଲ ଓ କରିସ୍ମାଙ୍କୁ କରାଯିବ ଜେରା

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ଆଜି ଏନ୍‌ସିବି ଆଗରେ ହାଜର ହୋଇଥାନ୍ତେ, ହେଲେ ଶନିବାର ହାଜର ହେବା ନେଇ ଜଣାପଡିଛି । ସମନ୍‌ ପାଇବା ପରେ ଗତକାଲି ରାତି ୯ଟାରେ ସ୍ୱାମୀ ରନ୍‌ବୀର କପୁରଙ୍କ ସହ ଦୀପିକା ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି ।…

ସାରାଙ୍କ ସହ ମିଶି ପ୍ରଥମଥର ପାଇଁ ଅଧିକ ଡ୍ରଗ୍ସ ନେଇଥିଲେ ସୁଶାନ୍ତ, ଏନସିବି ଆଗରେ ମାନିଲେ ରିୟା

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ବଡ଼ ବୟାନର ଖୁଲାସା ହୋଇଛି। ଗିରଫ ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସହିତ ପଚରାଉଚରା ବେଳେ ରିୟା ସୁଶାନ୍ତଙ୍କ ଘରୁ ବାହାରିବାର ପ୍ରକୃତ କାରଣ କହିଛନ୍ତି। ରିୟା…