Browsing Tag

NCB

ଆର୍ଯ୍ଯନ ଖାନ୍ ଡ୍ରଗ୍ସ ପାର୍ଟି କରୁଥିବା କ୍ରୁଜର ରାତିକ ଭଡା କେତେ ?

ବଲିଉଡ ଇଣ୍ଡଷ୍ଟ୍ରୀ ଗତ କିଛିଦିନ ହେଲାଣି ଡ୍ରଗ୍ସ କେସ ଯୋଗୁଁ ଅନେକ ସମସ୍ଯାର ସାମ୍ନା କରୁଛି। ପ୍ରଥମେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ କେସରେ ଅନେକ ସେଲିବ୍ରିଟିଙ୍କୁ ପଚରାଉଚରା କରାଯାଇଥିଲା। ଏନସିବି ଏହିସବୁ କେସକୁ ତନତନ କରି ଯାଞ୍ଚ କରିଥିଲା। ଏବେ ଏନସିବି ହାତରେ ଲାଗିଛି…

ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍‌: ବନ୍ଧା ହେଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌, ଜାଣନ୍ତୁ ଏବେ ଯାଏଁ କିଏ କିଏ…

ଆକ୍ଟିଭ୍‌ ମୋଡ୍‌ରେ ଏନ୍‌ସିବି। ନିଶା କାରବାର କରୁଥିବା ଲୋକଙ୍କୁ ଆଉ ତ୍ରାହି ନାହିଁ। ସାଧାରଣ ଲୋକ ହୁଅନ୍ତୁ ଅବା ସେଲିବ୍ରିଟି, ଯିଏ ବି ନିଶା କାରବାର କରୁଥିବା ଜଣାପଡ଼େ ସମସ୍ତଙ୍କୁ କବ୍‌ଜାକୁ ନେବ ଆଉ ନିଶା ଜାତୀୟ ଦ୍ରବ୍ୟର ବ୍ୟବହାରକୁ ରୋକିବ। ଏମିତି ଏକ ଚିନ୍ତା ଧାରା ନେଇ ଏବେ ନୂଆ…

ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗ୍ରାବିଏଲଙ୍କ ଭାଇ ଗିରଫ, ଡ୍ରଗ୍ସ କେସରେ ଧରିଲା ଏନସିବି

ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗ୍ରାବିଏଲଙ୍କ ଭାଇ ଆଗିସିଲୋସ ଡେମେଟ୍ରିୟାଡେସଙ୍କୁ ଗିରଫ କଲା ଏନ୍‌ସିବି। ଗୋଆରେ ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ଶନିବାର ଆଗିସିଲୋସ୍‌ଙ୍କୁ ଗିରଫ କରାଯାଇଛି। ଏନେଇ ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ କହିଛନ୍ତି…

ଡ୍ରଗ୍ସ କାରବାର ମାମଲାରେ ଅଭିନେତା ଅରମାନ କୋହଲିଙ୍କୁ ଗିରଫ କଲା NCB

ଅଭିନେତା ଅରମାନ କୋହଲି ଗିରଫ । ଅରମାନ କୋହଲିଙ୍କୁ ଗିରଫ କଲା NCB । ଦୀର୍ଘ ୧୨ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଶନିବାର ସନ୍ଧ୍ୟାରେ NCB ଅରମାନଙ୍କ ଘରେ ରେଡ୍ କରିଥିଲେ । ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା । NCB କହିବା ମୁତାବକ ଡ୍ରଗ୍ସ ମାପିଆଙ୍କୁ ଖୋଜି…

ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କଲା NCB, ଘରୁ ଡ୍ରଗ୍ସ ଏବଂ ଚରସ ଜବତ

ବଲିଉଡ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)ର ତଦନ୍ତ ଜାରି ରହିଛି। ଶୁକ୍ରବାର ଦିନ ଏନସିବି ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଗୌରବଙ୍କ ଘରୁ ଏମ୍‌ଡି ଡ୍ରଗ୍ସ ଏବଂ ଗଞ୍ଜେଇ ଜବତ କରିଛି। ଅଭିନେତା ଏଜାଜ ଖାନଙ୍କୁ ପଚରାଉଚରା ଆଧାରରେ…

ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋର ଅତିରିକ୍ତ DG ଭାବେ ଦାୟିତ୍ୱ ନେଲେ IPS ସତ୍ୟନାରାୟଣ ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):  ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ । ଅତିରିକ୍ତ ଭାବେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋର DG ଦାୟିତ୍ୱରେ ରହିବେ ଏସ୍‌ଏନ୍‌ ପ୍ରଧାନ । ରାକେଶ ଅସ୍ଥାନା ଦିଲ୍ଲୀ ପୋଲିସ ମୁଖ୍ୟ ଭାବେ ନିଯୁକ୍ତ ହେବା ପରେ ତାଙ୍କ ସ୍ଥାନରେ…

ଡ୍ରଗ କେସରେ ଅଭିନେତା ଏଜାଜ ଖାନଙ୍କୁ ଗିରଫ କଲା NCB, ଫାରୁଖ ବଟାଟାଙ୍କୁ ୮ ଘଣ୍ଟାର ପଚରାଉଚରା

ଡ୍ରଗ୍ସ ମାମଲାରେ ଏନସିବି ହାବୁଡରେ ଫସିଛନ୍ତି ଆଉ ଜଣେ ଅଭିନେତା। ବିଳମ୍ବିତ ରାତିରେ ଏନସିବି ବଲିଉଡ ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିଛି । ଡ୍ରଗ୍ସ ଲଡ୍ ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ସହ ମିଶି ଏଜାଜ କାମ କରୁଛନ୍ତି ଓ ସିଣ୍ଡିକେଟରେ ସାମିଲ ଅଛନ୍ତି ବୋଲି ଏନସିବି ସନ୍ଦେହ କରୁଛି।…

ସୁଶାନ୍ତ ସିଂ ରାଜପୁତଙ୍କ ଡ୍ରଗ୍ସ କେସକୁ ନେଇ ଏନସିବି ଦାଖଲ କଲା ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍, ମୁଖ୍ଯ…

ବଲିଉଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦିନକୁ ଦିନ ବଢିଚାଲିଛି। ଏନସିବିର ମୁମ୍ବାଇ ୟୁନିଟ୍ ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଶୁକ୍ରବାର ଦିନ କୋର୍ଟରେ ପ୍ରଥମ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଭାବେ…

ବାରମ୍ବାର ମୁମ୍ବାଇରେ NCBର ଚଢ଼ାଉ ପରେ ଡ଼ାଇରେକ୍ଟର ଏବଂ ତାଙ୍କ ଟିମ ଉପରେ ଆକ୍ରମଣ, ୩ ଗିରଫ

ରବିବାର ସନ୍ଧ୍ୟାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଜୋନଲ ନିର୍ଦ୍ଦେଶକ ସମୀର ୱାନକେଡେ ଏବଂ ତାଙ୍କ ଟିମ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଏହି ଆକ୍ରମଣରେ ଦୁଇଜଣ ଅଧିକାରୀ ଆହତ ହୋଇଥିଲେ । ଡ୍ରଗ୍ କାରବାରରେ…

ଡ୍ରଗ୍ସ ମାମଲାରେ ଭାରତୀଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ଗିରଫ, ମାନିଲେ ଗଞ୍ଜେଇ ନେଉଥିବା କଥା

ଭାରତୀଙ୍କ ସ୍ବାମୀ ହର୍ଷ ମଧ୍ୟ ଆଜି ଗିରଫ ହୋଇଛନ୍ତି । କମେଡିଆନ୍ ଭାରତୀ ସିଂହଙ୍କୁ ଗତକାଲି ରାତିରେ ଗିରଫ କରିଥିଲା ଏନ୍ସିବି । ଗତକାଲି ହର୍ଷ ଲିମ୍ବାଚିୟା ପଚରାଉପରା ପାଇଁ ଏନସିବି ଆଗରେ ହାଜର ହୋଇଥିଲେ ମଧ୍ୟ ତାଙ୍କୁ ପଚରାଉଚରା ପରେ ଛାଡିଦିଆଯାଇଥିଲା । କିନ୍ତୁ ଆଜି ଡ୍ରଗ୍ସ ମାମଲାରେ…

କମେଡି କୁଇନ୍‌ ଭାରତୀ ସିଂହଙ୍କ ଘରେ ଅଚାନକ ପଶିଲା ଏନ୍‌ସିବି, ଡ୍ରଗ୍ସ ମାମଲାରେ ଆରମ୍ଭ ହେଲା ତଦନ୍ତ

ଡ୍ରଗ୍ସ ମାମଲାରେ ଜଣକ ପରେ ଜଣେ ସେଲିବ୍ରିଟି ଛନ୍ଦି ହୋଇଯାଉଛନ୍ତି। ଆଜି ସକାଳେ ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଚଢ଼ଉ କରିଛି। ଡ୍ରଗ୍ସ ମାମଲାକୁ ନେଇ ଏହି ଚଢ଼ଉ କରାଯାଇଛି।…

୭ ଘଣ୍ଟା ଧରି ଅର୍ଜୁନ ରାମପାଲଙ୍କୁ ଜେରା କଲା NCB, ଘରୁ ମିଳିଥିଲା ସନ୍ଦେହଜନକ ଔଷଧ

ଡ୍ରଗ୍ସ କନେକ୍ସନ ମାମଲାରେ NCB ପ୍ରତିଦିନ ବଲିଉଡ ସେଲିବ୍ରିଟିଙ୍କୁ ଜେରା କରୁଛି। ଗତ କିଛି ମାସ ଧରି ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ହସ୍ତୀ NCB ଅଫିସ ଯାଇ ସାରିଲେଣି। ଏବେ ଏହି ତାଲିକାରେ ଅର୍ଜୁନ ରାମପାଲ ବି ଯୋଡ଼ି ହୋଇଛନ୍ତି। ଶୁକ୍ରବାର ପ୍ରାୟ ୭ ଘଣ୍ଟା ଧରି ଅର୍ଜୁନଙ୍କୁ ଜେରା କରିଛି…