Browsing Tag

NCB

ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ NCBର ଚଢ଼ାଉ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ଆଙ୍ଗଲ୍ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏହି ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ଏହି ମାମଲାରେ ଏନସିବିର ଏକ ଟିମ୍ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଛନ୍ତି । ତେବେ ଅର୍ଜୁନ ରାମପାଲଙ୍କ ଘରେ ଏନସିବି…

ଡ୍ରଗ୍ସ ଲିଙ୍କରେ ଏନସିବି ହାତରେ ଧରାପଡିଲେ ଆଉଜଣେ ଅଭିନେତ୍ରୀ, ସିରିଅଲ ଦେବୋ କି ଦେବ ମହାଦେବ’ରେ ଆସିଛନ୍ତି ନଜର

ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଏନସିବି ପ୍ରତିଦିନ ଖୋଳତାଡ କରୁଛି। ମୁମ୍ୱାଇରେ ଡଗ୍ସ କନେକ୍ସନକୁ ନେଇ ଏନ୍ସିବିର ବଡ଼ କାର୍ଯ୍ୟାନୁଷ୍ଠାନ। ଏବେ ଏନସିବି ଜାଲରେ ପଡିଛନ୍ତି ଜଣେ ଟିଭି ଅଭିନେତ୍ରୀ। ଡ୍ରଗ୍ସ କିଣୁଥିବା ବେଳେ ଏନ୍ସିବି ଟିଭି ଅଭିନେତ୍ରୀ ପ୍ରୀତିକା…

ଦୀପିକା ପାଦୁକୋନ୍‌ଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରୁ ମିଳିଲା ଡ୍ରଗ୍ସ, ସମନ ଜାରି କଲା NCB

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରୁ ଡ୍ରଗ୍ସ ଜବତ ହୋଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମଙ୍ଗଳବାର ତାଙ୍କ ଘରେ ଚଢ଼ଉ କରିଥିଲା। ଏନ୍‌ସିବି କରିସ୍ମାଙ୍କୁ ଆଜି ସମନ୍‌ ପଠାଇ ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ ସେ ଆସିନଥିଲେ।…

ବଲିଉଡ ଡ୍ରଗ୍ସ ମାମଲା: ଦୀପିକା, ସାରା ଏବଂ ଶ୍ରଦ୍ଧାଙ୍କୁ NCB ରୁ କ୍ଲିନଚିଟ୍‌ !

ଅଭିନେତା ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଏବଂ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନସିବି ଏକ ପ୍ରକାରର କ୍ଲିନ୍ ଚିଟ୍ ଦେଇଛି ବୋଲି ଖବର ମିଳିଛି। ଶନିବାର ଦିନ ଦୀପିକା ପାଦୁକୋନ୍ ଏବଂ କରିସ୍ମା ପ୍ରକାଶ ଏନସିବି ଅଧିକାରୀଙ୍କୁ କହିଛନ୍ତି ଯେ, ୨୦୧୭…

ଜେରା ବେଳେ ଦୀପିକା ପାଦୁକୋନ୍‌ଙ୍କ ସାମ୍ନାରେ ହାତ ଯୋଡ଼ିଥିଲେ ଏନ୍‌ସିବି ଅଧିକାରୀ, ଜାଣନ୍ତୁ କାହିଁକି

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସମ୍ବନ୍ଧୀୟ ଡ୍ରଗ୍ସ ମାମଲାର ଯାଞ୍ଚ ଅବସରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶନିବାର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ୫ ଘଣ୍ଟା ଧରି ପଚରାଉଚରା କରିଛନ୍ତି। ଅନ୍ୟପଟେ ପଚରାଉଚରା ବେଳେ ଏଭଳି ପରିସ୍ଥିତି ଉପୁଜିଲା ଯେ ଏନ୍‌ସିବି…

ବଢିଲା ମସ୍ତାନୀଙ୍କ ଅଡୁଆ: ସେହି ହ୍ଵାଟସ୍‌ଆପ୍‌ ଗ୍ରୁପର ଆଡମିନ ଥିଲେ ଦୀପିକା, ଯେଉଁଥିରେ ଲେଖାଥିଲା ‘ମାଲ୍‌ ହୈ କ୍ୟା’

ଡ୍ରଗ୍ସ ବିବାଦକୁ ନେଇ ଫସିଥିବା ଦୀପିକା ପାଦୁକୋନଙ୍କ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଖବର ମୁତାବକ ଦୀପିକା ପାଦୁକୋନ ସେହି ହ୍ଵାଟସଆପ୍‌ ଗ୍ରୁପର ଆଡମିନ ଥିଲେ, ଯେଉଁଥିରେ ଡ୍ରଗ୍ସ ନେଇ କଥାବାର୍ତ୍ତା ଚାଲୁଥିଲା। ନିଜେ ଦୀପିକା ଏହି ଗ୍ରୁପରେ ୨୦୧୭ରେ ଡ୍ରଗ୍ସ ମାଗିଥିଲେ।…

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଆଜି ରକୁଲ ଓ କରିସ୍ମାଙ୍କୁ କରାଯିବ ଜେରା

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ଆଜି ଏନ୍‌ସିବି ଆଗରେ ହାଜର ହୋଇଥାନ୍ତେ, ହେଲେ ଶନିବାର ହାଜର ହେବା ନେଇ ଜଣାପଡିଛି । ସମନ୍‌ ପାଇବା ପରେ ଗତକାଲି ରାତି ୯ଟାରେ ସ୍ୱାମୀ ରନ୍‌ବୀର କପୁରଙ୍କ ସହ ଦୀପିକା ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି ।…

ସାରାଙ୍କ ସହ ମିଶି ପ୍ରଥମଥର ପାଇଁ ଅଧିକ ଡ୍ରଗ୍ସ ନେଇଥିଲେ ସୁଶାନ୍ତ, ଏନସିବି ଆଗରେ ମାନିଲେ ରିୟା

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ବଡ଼ ବୟାନର ଖୁଲାସା ହୋଇଛି। ଗିରଫ ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସହିତ ପଚରାଉଚରା ବେଳେ ରିୟା ସୁଶାନ୍ତଙ୍କ ଘରୁ ବାହାରିବାର ପ୍ରକୃତ କାରଣ କହିଛନ୍ତି। ରିୟା…

NCB ଚିଫଙ୍କ ଦୃଢୋକ୍ତି, ଅନ୍ତଃରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ବ୍ୟାପିଛି ରିୟାଙ୍କ ଡ୍ରଗ୍ସ କନେକ୍ସନ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ସେ ଏନସିବି ଆଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ସେ 25 ଜଣ ବଲିଉଡ ସେଲିବ୍ରିଟିଙ୍କ ନାମ କହିଛନ୍ତି ଯେଉଁମାନେ ଡ୍ରଗ୍ସ ନେଉଛନ୍ତି ନଚେତ ଚୋରା ଚାଲାଣରେ…

ରିୟା ଡ୍ରଗ୍ସ କେସ୍‌: ସୌଭିକର ପେଡଲର ବନ୍ଧୁ ସୂର୍ଯ୍ୟଦୀପଙ୍କୁ ଗିରଫ କଲା ଏନସିବି

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ କେସକୁ ନେଇ ରିୟା ଏବଂ ତାଙ୍କ ଭାଇଙ୍କୁ ଗିରଫ କରିଛି ଏନସିବି। ଏନସିବି ଏହି କେସ୍‌କୁ ନେଇ ଖୋଳତାଡ ଜାରି ରଖିଛି। ଆଜି ଏନସିବି ଟିମ୍‌ ଡ୍ରଗ ପେଡେଲର ସୂର୍ଯ୍ୟଦୀପଙ୍କ ଘରେ ସକାଳ ଚଢାଉ କରି ତାଙ୍କୁ ଗିରଫ କରିଛି। ସୂର୍ଯ୍ୟଦୀପ, ରିୟା…

ଏବେ କରଣ ଜୋହରଙ୍କ ଉପରେ ଏନ୍‌ସିବିର ନଜର, ଜେରା ପାଇଁ ଖୁବ୍‌ଶୀଘ୍ର ହେବେ ହାଜର

ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍‌ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଏବେ ବଲିଉଡ୍‌ର ବଡ଼ ବଡ଼ ହସ୍ତୀ ଆସିଛନ୍ତି। ସୂଚନା ମୁତାବକ ଏନ୍‌ସିବି ଏବେ ୩୦ ଜୁଲାଇ, ୨୦୧୯ରେ କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ଯାଞ୍ଚ କରିବ। ସୂଚନାଯୋଗ୍ୟ ଯେ ୩୦…

ବନ୍ଧା ହେଲେ ରିୟା: ଡ୍ରଗ୍ସ ମାମଲାରେ ଏନସିବି କଲା ଗିରଫ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି। ବହୁ ଦିନର ଅନ୍ତ ପରେ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ଗିରଫ କରାଯାଇଛି। ଡ୍ରଗ୍ସ ଲିଙ୍କ ନେଇ ରିୟାଙ୍କୁ ଏନସିବି ପଚରାଉଚରା କରୁଥିଲା। ଗତ ଦୁଇ ଦିନ ହେଲାଣି ରିୟାଙ୍କୁ ମାରାଥନ ଜେରା କରୁଥିଲା…