Browsing Tag

NCB’s SIT

କ୍ରୁଜ ଡ୍ରଗ୍‌ସ ଲିଙ୍କ ମାମଲା: ଆର୍ଯ୍ୟନ ଖାନଙ୍କ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟଙ୍କ ବୟାନ ରେକର୍ଡ କଲା NCBର SIT

ମୁମ୍ବାଇ: କ୍ରୁଜ ଡ୍ରଗ୍‌ସ ଲିଙ୍କ ମାମଲାରେ ଖୋଳତାଡ଼ ଜୋରଦାର କଲା NCBର SIT । ଅଭିଯୁକ୍ତଙ୍କ ବୟାନ ରେକର୍ଡ ଆରମ୍ଭ ହୋଇଛି । ଆର୍ଯ୍ୟନ ଖାନଙ୍କ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟଙ୍କ ବୟାନ ରେକର୍ଡ କରିଛି NCBର SIT । କ୍ରୁଜ ଡ୍ରଗ୍‌ସ ଲିଙ୍କ ମାମଲାରେ ଅରବାଜଙ୍କ ବିବୃତ୍ତି ରେକର୍ଡ କରାଯାଇଛି ।…