Browsing Tag

NCET

UGC NET ପରୀକ୍ଷା ପାଇଁ ସାନି ତାରିଖ ଘୋଷଣା, ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୪ ମଧ୍ୟରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ପରୀକ୍ଷାର ଦିନକ ପରେ ବାତିଲ ହୋଇଥିବା UGC NET ପରୀକ୍ଷା ପାଇଁ ସାନି ତାରିଖ ଘୋଷଣା ।  ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୪ ମଧ୍ୟରେ ହେବ NET ପରୀକ୍ଷା । ବିଜ୍ଞପ୍ତି ପ୍ରକାଶ କରିଛି ଏନଟିଏ । ଏଥର କାଗଜ କଲମରେ ପରୀକ୍ଷା ହେବ ନାହିଁ ।  ପ୍ରଥମ ଥର ପାଇଁ ନେଟ୍ ପରୀକ୍ଷା କମ୍ପୁଟର ବେସ୍…