Browsing Tag

NCP leader Baba Siddique

ବାବା ସିଦ୍ଦିକିଙ୍କୁ ଗୁଳି କରିବା ପରେ ଡାକ୍ତରଖାନାରେ ପହଞ୍ଚିଥିଲା ମୁଖ୍ୟ ଅଭିଯୁକ୍ତ, ମୃତ୍ୟୁ ହେଲା ନା ନାହିଁ…

ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରିବା ପରେ ହସପିଟାଲ ଆଗରେ ୩୦ ମିନିଟ୍ ଅପେକ୍ଷା କରିଥିଲା ମୁଖ୍ୟ ଅଭିଯୁକ୍ତ । ପୋଲିସ ଆଗରେ ନିଜେ ସ୍ବୀକାର କରିଛି ମୁଖ୍ୟ ଅଭିଯୁକ୍ତ ସୁଟର ଶିବ କୁମାର ଗୌତମ । ସିଦ୍ଦିକିଙ୍କ ଗୁଳି ମାରିବା ପରେ ଅପଡେଟ ନେବା ପାଇଁ ହସପିଟାଲ…

ବାବା ସିଦ୍ଦିକି ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗିରଫ, ମାସେ ପରେ ଧରିଲା ପୋଲିସ

ବାବା ସିଦ୍ଦିକି ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗିରଫ । ଗତକାଲି ତାଙ୍କୁ ଉତ୍ତର ପ୍ରଦେଶର ବହରାଇଚରୁ ଗିରଫ କରିଛି ପୋଲିସ । ଶିବ କୁମାର ନେପାଳ ଖସିଯିବାକୁ ଉଦ୍ୟମ କରୁଥିଲେ । ତାଙ୍କୁ ଧରିବା ପାଇଁ ମୁମ୍ବାଇ ଓ ୟୁପି ପୋଲିସ ମିଳିତ ଅପରେସନ ଚଳାଇଥିଲେ । ଶିବ କୁମାର ଅନ୍ୟ ଦୁଇ…

ସଲମାନ ଖାନ ଓ ଜିଶାନ ସିଦ୍ଦିକୀଙ୍କୁ ଧମକାଇଥିଲେ, ମାଗିଥିଲେ ୨ କୋଟି; ବାନ୍ଦ୍ରାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ମୁମ୍ବାଇର ଟ୍ରାଫିକ ପୋଲିସ ବୁଧବାର ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି । ସେ ମେସେଜ ପଠାଇ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ ଓ ମହାରାଷ୍ଟ୍ର ଏନସିପି ନେତା ଜିଶାନ ସିଦ୍ଦିକୀଙ୍କୁ ହତ୍ୟା ଧମକ ଦେଇଥିଲେ । ୨ କୋଟି ଟଙ୍କା ନ ଦେଲେ ସେମାନଙ୍କୁ ଜୀବନରୁ ମାରିଦେବେ ବୋଲି ବ୍ୟକ୍ତି ଜଣକ…

ବାବା ସିଦ୍ଦିକୀଙ୍କ ହତ୍ୟା ପରେ ପୁଅ ଜିଶାନ ଓ ସଲମାନ ଖାନଙ୍କୁ ମିଳିଲା ଧମକ, ନୋଏଡାରୁ ଅଭିଯୁକ୍ତ ଗିରଫ

ଏନସିପି ନେତା ବାବା ସିଦ୍ଦିକୀଙ୍କ ପୁଅ ଜିଶାନ ସିଦ୍ଦିକୀ ଓ ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲାରେ ନୋଏଡାରୁ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ବୟସ ୨୦ ବର୍ଷ । ବାବା ସିଦ୍ଦିକୀଙ୍କ ହତ୍ୟା ପରେ ଉଭୟ ସଲମାନ ଓ ଜିଶାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ହତ୍ୟା ଧମକ ମିଳିଥିଲା ।…

ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲକୁ ଖୋଜିଛି NIA, ଧରାଇଲେ ମିଳିବ ୧୦ ଲକ୍ଷ ଟଙ୍କା ପୁରସ୍କାର

ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଖୋଜୁଛି NIA । ଅନମୋଲକୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବା ନେଇ ଘୋଷଣା କରିଛି NIA । ଅନମୋଲ ବିରୋଧରେ ୨୦୨୨ ଏନଆଇଏ ତରଫରୁ ମାମଲା ଦାୟର ହୋଇଛି । ଏବେ ବାବା ସିଦ୍ଦିକି ମାମଲାରେ ଅନମୋଲଙ୍କ ନାମ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର…

କଂଗ୍ରେସକୁ ଝଟକା, ଏନସିପିରେ ସାମିଲ ହେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଦିବଗଂତ ଏନସିପି ନେତା ବାବ ସିଦ୍ଦିକୀଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକି କଂଗ୍ରେସ ଛାଡି ଏନସିପିରେ ଯୋଗ ଦେଇଛନ୍ତି । ଏନସିପିରେ ସାମିଲ ହେବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ଅଜିତ ପାୱର । ସେ ମହାରାଷ୍ଟ୍ର…

ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡ: ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କ ସହ ଯୋଗାଯୋଗରେ ଥିଲେ ଶୁଟର !

ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଏକ ବଡ଼ ଖୁଲାସା କରିଛି । ସିଦ୍ଦିକୀଙ୍କୁ ମାରିଥିବା ଶୁଟରମାନେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ । କ୍ରାଇମ୍ ବ୍ରାଞ୍ଚ ମୁତାବକ, ଅଭିଯୁକ୍ତମାନଙ୍କୁ…

ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା: ଆଉ ୫ ଜଣଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ଏନ୍‌ସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଆଉ ୫ ଜଣ ଗିରଫ ହୋଇଛନ୍ତି । ମୁମ୍ବାଇର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁମ୍ବାଇର ବାନ୍ଦ୍ରାରେ ଗତ ସପ୍ତାହରେ ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ଏ ପର୍ଯ୍ୟନ୍ତ ମୋଟ…

ବାବା ସିଦ୍ଦିକୀ ହତ୍ୟା ଘଟଣା : ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ନାବାଳକ, କୋର୍ଟ ମାଗିଲେ ଆଧାର କାର୍ଡ

ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡରେ ନୂଆ ମୋଡ । ଶନିବାର ରାତିରେ ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା କରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦାବି କରିଛି । ୩ ଜଣ ଦୁବୃର୍ତ୍ତ ଅତି ନିକଟରୁ ଗୁଳି ମାରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ଲୀଲାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବାବା…

ବାବା ସିଦ୍ଦିକୀଙ୍କ ହତ୍ୟାକୁ ନେଇ ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ! ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

ବାବା ସିଦ୍ଦିକୀଙ୍କ ହତ୍ୟାକୁ ନେଇ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହରେ ଖୋଳତାଡ଼ ଜୋରଦାର କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଲରେନ୍ସ ବିଷ୍ଣୋଇ ଏବେ ସାବରମତୀ ଜେଲରେ ବନ୍ଦ ରହିଛି…

ବାବା ସିଦ୍ଦିକୀଙ୍କୁ ହତ୍ୟା, ସୁଟିଂ ବାତିଲ କରି ହସପିଟାଲରେ ପହଞ୍ଚିଲେ ସଲମାନ ଖାନ

ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବାବା ସିଦ୍ଦିକୀଙ୍କୁ ଦେଖିବା ପାଇଁ ହସପିଟାଲରେ ପହଞ୍ଚିଛନ୍ତି ଭାଇଜାନ ସଲମାନ ଖାନ । ବାବା ସିଦ୍ଦିକୀଙ୍କ ପରିବାର ସହିତ ସାକ୍ଷାତ କରି ଆଶ୍ୱସନା ଦେଇଛନ୍ତି ସଲମାନ ଖାନ । ବାବା ସିଦ୍ଦିକୀଙ୍କ…

ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା, ୨ ଗିରଫ

ନୂଆଦିଲ୍ଲୀ : ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ଏନସିପି ନେତାଙ୍କୁ ହତ୍ୟା । ବାବା ସିଦିକିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।  ଦୁଇ ଜଣଙ୍କୁ ଗିରଫ କରି ପଚରାଉରା କରୁଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ଉତ୍ତର ପ୍ରଦେଶର ହୋଇଥିବା ବେଳେ…