ଆଠଓ୍ଵାଲେଙ୍କ ପ୍ରସ୍ତାବ, ଏନ୍ଡିଏରେ ସାମିଲ ହେଉ ବିଜେଡି
ଭୁବନେଶ୍ବର (କେନ୍ୟୁଜ୍) : ଏନ୍ଡିଏରେ ସାମିଲ ହେଉ ବିଜେଡି । ଏପରି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠଓ୍ଵାଲେ । ରାଜ୍ୟ ଅତିଥି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଦୀର୍ଘ ଦିନ ହେବ କ୍ଷମତାରେ ରହିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ…