Browsing Tag

nda participation

NDAରେ ଭାଗ ନେଇପାରିବେ ମହିଳା, ସୁପ୍ରିମ କୋର୍ଟଙ୍କୁ ସୂଚନା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ(କେ ନ୍ୟୁଜ): ରାଷ୍ଟ୍ରୀୟ ରକ୍ଷା ଏକାଡେମୀ ବା ଏନ୍ଡିଏର ସଶସ୍ତ୍ର ବଳରେ ମହିଳା ମାନଙ୍କୁ ସାମିଲ କରାଯିବା ନେଇ ଅନୁମତି ମିଳିଛି । ଏନେଇ ଆଜି କେନ୍ଦ୍ର ସରକାର ସୁପ୍ରିମ କୋର୍ଟକୁ ସୂଚନା ଦେଇଛନ୍ତି । ଦେଶର ଆଡିଶିନାଲ ସଲିସିଟର ଜେନେରାଲ ଐଶ୍ୱରୀୟା ଭାଟି, ଜଷ୍ଟିସ ସଞ୍ଜୟ କିଷନ…