ସାଂସଦଙ୍କ ସହ ସିଧାକଥା ହେବେ ପ୍ରଧାନମନ୍ତ୍ରୀ, ୨୦୨୪ ନିର୍ବାଚନ ରଣନୀତି ନେଇ କରିବେ ଆଲୋଚନା
ଏନ୍ଡିଏ ବୈଠକ ପରେ ଏନ୍ଡିଏ ସାଂସଦଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୪ ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ ଏନଡିଏ ସାଂସଦଙ୍କ ୧୦ଟି ଭିନ୍ନ ଭିନ୍ନ ଗ୍ରୁପ୍ ଗଠନ କରାଯାଇଛି । ପ୍ରତ୍ୟେକ ଗ୍ରୁପ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ କରିବେ ।
ଯେଉଁଥିରେ ସମସ୍ତ…