ଜେନେଟିକ୍ ଷ୍ଟଡିରୁ ଜଣାପଡ଼ିଲା ନିନ୍ଦରଥାଲ ଜାତି ମଣିଷଙ୍କ ଚେହେରା, ଏକଦା ମନୁଷ୍ୟର ପୂର୍ବଜ ଭାବରେ ଥିଲେ ଜଣାଶୁଣା
ମଣିଷ ସମାଜ କେବେ ସୃଷ୍ଟି ହୋଇଥିଲା ଓ କିପରି ସୃଷ୍ଟି ହୋଇଥିଲା ତାହା ସମସ୍ତଙ୍କୁ ଅଜଣା। ମଣିଷ ସମାଜ ବିଷୟରେ ଅନେକ ରହସ୍ୟ ଲୁଚି ରହିଛି। ହୁଏତ ବର୍ତ୍ତମାନ ପରିବେଶ ସହିତ ମଣିଷର ରୂପ ଠାରୁ ଆରମ୍ଭ କରି ତାର ରହଣି ଶୈଳୀ ମଧ୍ୟ ବଦଳିଛି। କିନ୍ତୁ ଏହି ମଣିଷ ପ୍ରକୃତରେ ପ୍ରଥମେ କିପରି…