ମାତ୍ର ୧୦ ସେକେଣ୍ଡରେ ଦୂର କରନ୍ତୁ ବେକ ଯନ୍ତ୍ରଣା, କେବଳ କରନ୍ତୁ ଏହି କାମ
ଏଣିକି ରୋଗ ବିଭିନ୍ନ ଉପାୟରେ ଲୋକଙ୍କୁ ଗ୍ରାସ କରୁଛି। ଛୋଟିଆ ରୋଗ ପାଇଁ ମଧ୍ୟ ବଡ କ୍ଷତି ସହିବାକୁ ପଡୁଛି। ଆପଣ ପ୍ରାୟ ସମୟରେ ଦେଖିଥିବେ ଅନେକ ଲୋକ ବେକ ଯନ୍ତ୍ରଣାରେ ପୀଡିତ ରହୁଛନ୍ତି। ଏଥିପାଇଁ ସେମାନେ ବହୁତ ଅକଥନୀୟ ଯନ୍ତ୍ରଣା ସହନ୍ତି। ଏମିତି ଏଥିପାଇଁ ହୁଏ କାରଣ ଭୁଲ ବଡି ପୋଶ୍ଚର,…