ମହିଳାଙ୍କ ଶରୀର ଭିତରେ ପଶି ଏପରି କାମ କଲା ଏହି ଭୟଙ୍କର ଜୀବ, ଯାହା ଆପଣଙ୍କୁ କରିଦବ ଆଶ୍ଚର୍ଯ୍ୟ
ଗତ କିଛି ଦିନ ହେବ ଜଣେ ମହିଳାଙ୍କର ରହସ୍ୟମୟ ମୃତ୍ୟୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳାଙ୍କ ନାମ ଲିନ୍ ଫ୍ଳେମିଙ୍ଗ । ୭୭ ବର୍ଷିୟ ଲିନ୍ ନିଜ ପରିବାର ସହିତ ସେଣ୍ଟ ପିଟର୍ସବର୍ଗ ଠାରୁ କିଛି ଦୁର କୋକ୍ବିନା ନାମକ ବିଚ୍ କୁ ଯାଇଥିଲେ । ଯେଉଁଠାରେ ହଠାତ୍ ତାଙ୍କ ଗୋଡରେ…