ଦିନେ ମେଡାଲ ଜିତି ରଖିଥିଲେ ଜିଲ୍ଲା ଓ ରାଜ୍ୟର ନାମ, ଆଜି ସହଯୋଗ ନ ମିଳିବାରୁ ଘରେ ବସିରହିଛନ୍ତି ଯତୀନ
ବାଂଶପାଳ (କେନ୍ୟୁଜ) : ମୋ ପ୍ରତିଭା କଣ ସେମିତି ମଉଳିଯିବ। ମୋ ଭିତରେ ଥିବା ପ୍ରତିଭାକୁ କଣ ମିଳିବନି ପ୍ରୋତ୍ସୋହନ। କିଛି ଏମିତି କହୁଛନ୍ତି ଜାତୀୟ ସ୍ତରରେ ମେଡାଲ ହାସଲ କରିଥିବା ଯତୀନ। ଘରର ଆର୍ଥିକ ପରିସ୍ଥିତି ଅନୁକୂଳ ନଥିବାରୁ ପ୍ରଥମ ଶ୍ରେଣୀରୁ ବାପା ଘରୁ ଦୂରରେ ଥିବା ସେବାଶ୍ରମ…