Browsing Tag

neemki movie

ଆଜି ପରଦାକୁ ଆସିବ ସିନେମା ‘ନିମକି’ ନିମ୍ପୁରରୁ ନବୀନ ନିବାସ

ଆଜି ସାରା ଓଡିଶାରେ ମୁକ୍ତିଲାଭ କରିବ ସିନେମା ନିମକି ନିମପୁରରୁ ନବୀନ ନିବାସ। ସିନେମାର ଲେଖକ ଓ ନିର୍ଦ୍ଦେଶକ ସୁଶାନ୍ତ ମଣି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ଡାଇଲଗ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ। ଗାଁରୁ ଗୋଟିଏ ଝିଅର ରାଜଧାନୀ ପର‌୍ୟ୍ୟନ୍ତ ଯାତ୍ରାର କାହାଣୀ ରହିଛି ଏହି…

ନିମକି ଦେଖିବେ ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ

ଆସୁଛି ଏକ ଭିନ୍ନ ଧରଣର ଓଡ଼ିଆ ଫିଲ୍ମ । ନିମକି, ନିମପୁରରୁ ନବୀନ ନିବାସ। ଏହି ଫିଲ୍ମର ସ୍କ୍ରିନିଂରେ ଯୋଗ ଦେବେ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ। ପ୍ରଯୋଜନା ସଂସ୍ଥା ଏହାର ସୂଚନା ଦେଇଛନ୍ତି। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅଭିନେତ୍ରୀ ବର୍ଷା । ନିପଟ ମଫସଲ ଗାଁର ଝିଅ ନିମକି। ମୁଖ୍ୟମନ୍ତ୍ରୀ…