Browsing Tag

neeraj chopra

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜଙ୍କ ପ୍ରଦର୍ଶନ ଫିକା, ୪ର୍ଥ ସ୍ଥାନରେ ଚମକିଲେ ସଚିନ

ଟୋକିଓ : ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପରେ ଖରାପ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଜାପାନର ଟୋକିଓରେ ନୀରଜଙ୍କ ପ୍ରଦର୍ଶନ ବହୁତ ଖରାପ ରହିଛି । ବିଶ୍ବ ଚାମ୍ପିଅନସିପ ଫାଇନାଲରେ ମାତ୍ର ୮୪.୦୩…

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ନୀରଜ ଚୋପ୍ରା, ପାକିସ୍ତାନର ଅର୍ଶନ ନଦୀମଙ୍କ ସହ ହେବ ଟକ୍କର

ଟୋକିଓ : ଜାପାନର ଟୋକିଓରେ ଚାଲିଥିବା ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ନୀରଜ ଚୋପ୍ରା । ନୀରଜ ଚୋପ୍ରା ପ୍ରଥମ ପ୍ରଚେଷ୍ଟାରେ ୮୪.୮୫ ମିଟର ଥ୍ରୋ ସହିତ ଫାଇନାଲକୁ ଯାଇଛନ୍ତି । ଫାଇନାଲରେ ପ୍ରବେଶ କରିବା ପାଇଁ ତାଙ୍କୁ ୮୪.୫୦ ମିଟର ଦୂର ଜାଭେଲିନ…

ପ୍ୟାରିସ୍ ଡାଇମଣ୍ଡ ଲିଗ୍ ୨୦୨୫ ଜିତିଲେ ନୀରଜ ଚୋପ୍ରା, ଜର୍ମାନୀର ଜୁଲିଆନ୍ ୱେବରଙ୍କୁ କଲେ ପରାସ୍ତ

ପ୍ୟାରିସ୍ ଡାଇମଣ୍ଡ ଲିଗ୍ ୨୦୨୫ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତର ଷ୍ଟାର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା । ୨୦ ଜୁନ୍ ପ୍ୟାରିସ୍ରେ ଅନୁଷ୍ଠିତ ଏହି ଇଭେଣ୍ଟରେ ନୀରଜ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀର ଜୁଲିଆନ୍ ୱେବରଙ୍କୁ ପରାସ୍ତ କରିଛନ୍ତି । ଏହି ବିଜୟ ସହ ନୀରଜ ୱେବର…

ଦୋହା ଡାଏମଣ୍ଡ୍ ଲିଗ୍: ୯୦ ମିଟର କ୍ଲବରେ ନୀରଜ, ଫୋନ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଜାଭଲିନ୍ ଖେଳାଳି ନୀରଜ ଚୋପ୍ରା ଭାରତୀୟ ଜାଭେଲିନ ଥ୍ରୋରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ୯୦ ମିଟର ଥ୍ରୋ କ୍ଲବରେ ସାମିଲ ହୋଇଛନ୍ତି । ଆଜି ଦୋହା ଡାଏମଣ୍ଡ ଲିଗରେ ସିଜନ ଆରମ୍ଭ କରିଥିଲେ । ନିଜର ତୃତୀୟ ପ୍ରୟାସରେ ୯୦.୨୩ ମିଟର…

ଅରଶଦ ନଦୀମଙ୍କ ନିମନ୍ତ୍ରଣକୁ ନେଇ ହୋଇଥିବା ବିବାଦରେ ମୁହଁ ଖୋଲିଲେ ନୀରଜ ଚୋପ୍ରା, କହିଲେ ମୋ ପାଇଁ ଦେଶ ପ୍ରଥମ

ପାକିସ୍ତାନ ଜାଭଲିନ୍ ଥ୍ରୋର ଖେଳାଳି ଅରଶଦ ନଦୀମଙ୍କୁ ‘NC  କ୍ଲାସିକ୍ ‘ଇଭେଣ୍ଟ ପାଇଁ ଷ୍ଟାର ଖେଳାଳୀ ନୀରଜ ଚୋପ୍ରାଙ୍କ ନିମନ୍ତ୍ରଣ । ପହଲଗାମ ଆକ୍ରମଣର ଦୁଇ ଦିନ ପୂର୍ବରୁ ଜଣେ ଖେଳାଳି ଭାବେ ତାଙ୍କୁ ନିମନ୍ତ୍ରଣ କରିଥିଲେ । ନୀରାଜ ଚୋପ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ।…

ବିବାହ ବନ୍ଧନରେ ବାନ୍ଧିହେଲେ ନୀରଜ ଚୋପ୍ରା, ହିମାନୀଙ୍କୁ କଲେ ସାତ ଜନ୍ମର ସାଥି

ଭାରତର ସୁନା ପୁଅ ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରବିବାର ସେ ହିମାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନୀରଜ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି  । ଏକ୍ସରେ ବିବାହ ବେଳର ଫଟୋ ସେୟାର କଲେ ଅଲିମ୍ପିକ ପଦକ ବିଜେତା ନୀରଜ ଚୋପ୍ରା । ନୀରଜ ସେୟାର…

ମାତ୍ର ୧ ଇଞ୍ଚ ଯୋଗୁ ଚାମ୍ପିଅନ ହେବାରୁ ବଞ୍ଚିତ ହେଲେ ନୀରଜ ଚୋପ୍ରା, ଡାଇମଣ୍ଡ ଲିଗରେ ହାସଲ କଲେ ଦ୍ୱିତୀୟ ସ୍ଥାନ

ଭାରତର ଷ୍ଟାର ଜାଭେଲିନ ଖେଳାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ ଫାଇନାଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଫାଇନାଲରେ ୮୭.୮୬ ମିଟରର ଶ୍ରେଷ୍ଠ ଥ୍ରୋ କରିଛନ୍ତି । ନୀରଜ ମାତ୍ର ଏକ ସେଣ୍ଟିମିଟର ପାଇଁ ଚାମ୍ପିଅନ ହେବାରୁ ବଞ୍ଚିତ ହୋଇଛନ୍ତି । ଗ୍ରେନେଡାର ଖେଳାଳି ଆଣ୍ଡରସନ ପିଟର୍ସ ଚାମ୍ପିଅନ…

ଲୁସାନେ ଡାଇମଣ୍ଡ ଲିଗ୍‌ : ଅଲିମ୍ପିକ୍ସ ପରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ, ଫିଙ୍ଗିଲେ ୮୯.୪୯ ମିଟର

ଭାରତ ପାଇଁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ଜିତିଥିବା ଷ୍ଟାର ଜାଭେଲିନ ଥ୍ରୋ ଆଥେଲେଟ ନୀରଜ ଚୋପ୍ରା ଲୁସାନେ ଡାଇମଣ୍ଡ ଲିଗରେ ପୁଣି ଥରେ କମାଲ କରିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ ପରେ ସିଜିନର ବେଷ୍ଟ ଥ୍ରୋ କରିଛନ୍ତି ଭାରତର ଜାଭଲିନ ଷ୍ଟାର୍ ନୀରଜ ଚୋପ୍ରା । ଲୁସାନେ ଡାଇମଣ୍ଡ…

ଅଲିମ୍ପିକ୍ସ ପଦକ ବିଜେତାଙ୍କ ଉପରେ ଟଙ୍କା ବର୍ଷା କଲେ ହରିୟାଣା ସରକାର, ଜାଣନ୍ତୁ କାହାକୁ ମିଳିଲା କେତେ

ହରିୟାଣା ସରକାର ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ରାଜ୍ୟର ସମସ୍ତ ଖେଳାଳିଙ୍କୁ ପୁରସ୍କାର ରାଶି ଦେଇଛନ୍ତି । ମେଡାଲ ଜିତିଥିବା ଖେଳାଳିଙ୍କୁ ଅଧିକ ପୁରସ୍କାର ରାଶି ଦେଇଥିବା ବେଳେ ଯେଉଁମାନେ ପଦକ ହାତେଇ ନାହାନ୍ତି, ସେମାନଙ୍କୁ କମ୍‌ ପୁରସ୍କାର ରାଶି ମିଳିବ । ପୁରସ୍କାର ବାବଦରେ ଅର୍ଥ…

ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ବଡ ନିଷ୍ପତ୍ତି ନେଲେ ନୀରଜ ଚୋପ୍ରା, ଚାଲିଗଲେ ଜର୍ମାନୀ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ସମାପ୍ତ ହେବା ପରେ ବଡ ନିଷ୍ପତ୍ତି ନେଇଛନ୍ତି ନୀରଜ ଚୋପ୍ରା । ସେ ଭାରତ ଫେରିବା ପରିବର୍ତ୍ତେ ଜର୍ମାନୀ ଚାଲିଯାଇଛନ୍ତି । ଅଲିମ୍ପିକ୍ସ ଉଦ୍‌ଯାପନୀ ସମାରୋହ ସମାପ୍ତ ହୋଇଥିବା ପରେ ବି ଭାରତର ଡବଲ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଘର ବାହୁଡ଼ା ବିଳମ୍ବ…

ନିଜ ମନ ପସନ୍ଦର ଝିଅକୁ ବାହା ହେବେ ନୀରଜ, ବୟାନ ଦେଲେ ନୀରଜଙ୍କ ମା’

ଖବୁଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଭାରତର ସୁନା ପୁଅ ନୀରଜ ଚୋପ୍ରା । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି । ନୀରଜ ଜିତିବା ପରେ ତାଙ୍କ ମା ସରୋଜ ଦେବୀଙ୍କ ମନ୍ତବ୍ୟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ନୀରଜଙ୍କ ମା’ଙ୍କ କହିବା ମୁତାବକ, ଖୁବଶୀଘ୍ର ନୀରଜ…

ନୀରଜ ଚୋପ୍ରାଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ, ‘ଆପଣ ତ ନିଜେ ସବୁଠାରୁ ବଡ଼ ସୁନା’

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ ମୋଦି ନୀରଜ ଚୋପ୍ରାଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହାର ଭିଡିଓ ସାମ୍ନାକୁ ଆସିଛି । ପିଏମ୍‌…