Browsing Tag

neeraj chopra

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ରୌପ୍ୟ ପଦକ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା

ରୌପ୍ୟ ଜିତିଲେ ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ଭାରତକୁ ପଦକ । ପୁଣି ଇତିହାସ ରଚିଲେ ଗୋଲଡେନ ବୟେ ନୀରଜ। ଜାଭଲିନ୍‌ ଥ୍ରୋ’ରେ ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା । ଏହି ପ୍ରତିଯୋଗୀତାରେ ସେ ରୌପ୍ୟ ପଦକ ହାସଲ କରି ପ୍ରାୟ ୧୯ ବର୍ଷ ପରେ ଭାରତକୁ ସଫଳତା ଦେଇଛନ୍ତି।…

ପ୍ରଥମ ଥର ବିଶ୍ୱ ଚାମ୍ପିୟନସିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା, ୮୮ ମିଟର ବାହାରେ ଫିଙ୍ଗିଲେ ଜାଭେଲିନ୍‌

ଅଲିମ୍ପିକ୍‌ ଚାମ୍ପିୟନ ନୀରଜ ଚୋପ୍ରା ପ୍ରଥମ ଥର ଓ୍ଵାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଜାଭେଲିନ୍‌ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଆମେରିକାରେ ଚାଲିଥିବା ଏହି ଚାମ୍ପିୟନଶିପ୍‌ର ଗ୍ରୁପ୍‌ ରାଉଣ୍ଡର ପ୍ରଥମ ପ୍ରୟାସରେ ହିଁ ୮୮.୩୯ ମିଟର ଜାଭେଲିନ୍‌ ଫିଙ୍ଗି ଫାଇନାଲର…

ଷ୍ଟକହୋମରେ ବୟସ୍କ ଫ୍ୟାନଙ୍କ ପାଦ ଛୁଇଁ ପ୍ରଣାମ କଲେ ନୀରଜ ଚୋପ୍ରା, ବିନମ୍ରତା ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶଂସା

ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ସମସ୍ତଙ୍କ ମନ ଜିତିନେଇଥିଲେ ନୀରଜ ଚୋପ୍ରା। ହେଲେ ଏବେ ସୋସିଆଲ ମିଡିଆ ସେନସେସନ୍‌ ପାଲଟିଯାଇଛନ୍ତି ନୀରଜ। ନୀରଜଙ୍କ ସହିତ ଜଡିତ କେତେକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ସେ ଜଣେ ବୟସ୍କ ଫ୍ୟାନଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ନଜର…

ନିଜର ନ୍ୟାସନାଲ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା, ଡାଏମଣ୍ଡ ଲିଗରେ ଜିତିଲେ ରୌପ୍ୟ

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିଚାଲିଛନ୍ତି। ନୀରଜ ଏବେ ପୁଣି ଥରେ ନିଜ ରେକର୍ଡ ଭାଙ୍ଗିଛନ୍ତି। ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଚାଲିଥିବା ଷ୍ଟକହୋମ ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି।…

ପୁଣିଥରେ ଦେଶ ପାଇଁ ଗୌରବ ଆଣିଲେ ନୀରଜ ଚୋପ୍ରା, ଟୋକିଓ ଅଲମ୍ପିକ ପରେ ଜିତିଲେ ସ୍ୱର୍ଣ୍ଣ ପଦକ

ପୁଣିଥରେ ଦେଶ ପାଇଁ ଗୌରବ ଆଣିଛନ୍ତି ଅଲମ୍ପିକ ଚାମ୍ପିୟନ୍‌ ନୀରଜ ଚୋପ୍ରା। ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ୪ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଗ୍ରେନାଡ଼ାର ବିଶ୍ୱ ଚାମ୍ପିୟନ୍‌ ଏଣ୍ଡରସନ୍‌ ପିଟର୍ସକୁ ପଛରେ ପକାଇ ଫିନ୍‌ଲାଣ୍ଡର କୁଓର୍ତାନେ ଖେଳରେ ଜାଭେଲିନ୍‌ ଥ୍ରୋରେ ପ୍ରଥମ ସ୍ୱର୍ଣ୍ଣ ପଦକ…

କମନୱେଲ୍‌ଥ ଗେମ୍‌ ୨୦୨୨: ଭାରତୀୟ ଟିମ୍‌ ଘୋଷଣା, ୩୭ ଜଣଙ୍କ ମଧ୍ୟରେ ନୀରଜ ଚୋପ୍ରା ସାମିଲ

ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଇତିହାସ ରଚିଥିଲେ। ତେବେ ଏହି ବର୍ଷ ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ବର୍ମିଂହାମରେ ହେବାକୁ ଥିବା କମନୱେଲ୍‌ଥ ଗେମ୍‌ ପାଇଁ ଚୟନ ହୋଇଛନ୍ତି ନୀରଜ ଚୋପ୍ରା। ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ନାମିତ ୩୭ ସଦସ୍ୟ ଟିମ୍‌ ମଧ୍ୟରେ ନୀରଜ…

ଟୋକିଓ ଅଲମ୍ପିକ୍ସ ଠାରୁ ଅଧିକ ଦୂର ଜାଭେଲିନ ଥ୍ରୋ କରି ନୀରଜ ଚୋପ୍ରା ଭାଙ୍ଗିଲେ ନ୍ୟାସନାଲ ରେକର୍ଡ

ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିଲେ ନୀରଜ ଚୋପ୍ରା। ଏବେ ପୁଣି ଥରେ ଜାଭେଲିନ ଥ୍ରୋ କରି ନୂଆ ରେକର୍ଡ କରିଛନ୍ତି। ମଙ୍ଗଳବାର ଦିନ ଫିନଲାଣ୍ଡରେ ଖେଳାଯାଉଥିବା ମୁକାବିଲାରେ ନୀରଜ ନ୍ୟାସନାଲ ରେକର୍ଡ ଭାଙ୍ଗିଛନ୍ତି। ଏହାସତ୍ତ୍ୱେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ…

ଅଲିମ୍ପିକ୍ସ ବିଜେତାଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର, ନୀରଜ ଓ ସୁମିତଙ୍କୁ ମିଳିଲା ନୂଆ ଗାଡି

ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିଲେ ନୀରଜ ଚୋପ୍ରା। ଜାଭେଲିନ ଫାଇନାଲରେ ନୀରଜ ଚୋପ୍ରା ପ୍ରଥମ ରାଉଣ୍ଡରେ ୮୭.୦୩ ଏବଂ ଦ୍ବିତୀୟ ରାଉଣ୍ଡରେ ୮୭.୫୮ ଏବଂ ୩ୟ ରାଉଣ୍ଡରେ ୭୬.୭୯ମିଟର ଜାଭେଲିନ ଥ୍ରୋ କରିଥିଲେ। ଖାସ୍‌ ଏଥିପାଇଁ ୧୦୦…

ଖେଳ ପରେ ଏବେ ମଡେଲିଂ ଦୁନିଆରେ ପାଦ ଦେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା, ବଡ଼ ହିରୋଙ୍କୁ ବି ପକାଇଲେ ପଛରେ

ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରାଙ୍କ ଜଲଓ୍ଵା ଏବେ ସବୁଆଡ଼େ ରହିଛି। ଖେଳ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ନୀରଜଙ୍କର ଆଉ ଏକ ପ୍ରତିଭା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ଖେଳ ଓ ଆକ୍ଟିଂ ବ୍ୟତୀତ ନୀରଜ ଏବେ ଫ୍ୟାସନ ଜଗତରେ ବି ନିଜ ଦବ୍‌ଦବା ଜାହିର କରିବାକୁ ପ୍ରସ୍ତୁତ ହେଲେଣି।…

ଡାନ୍ସ + 6 ମଞ୍ଚରେ ହେଲା କମାଲ୍‌, ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପଡ଼ା କଲେ ଶକ୍ତି ମୋହନଙ୍କୁ ପ୍ରପୋଜ

ନୂଆଦିଲ୍ଲୀ : ଯେବେ ଠାରୁ ଏଥଲେଟ୍‌ ନୀରଜ ଚୋପଡ଼ା ଟୋକିଓ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିଲେ ସେବେଠାରୁ ଝିଅମାନଙ୍କ ନିକଟରେ ତାଙ୍କର ପପୁଲାରିଟି ଅଧିକ ବଢ଼ିଯାଇଛି । ସବୁଠି ନୀରଜଙ୍କ ଚର୍ଚ୍ଚା ଜୋର ଧରିଛି । ନିକଟରେ ରିଏଲିଟି ଶୋ’ ଡାନ୍ସ + 6 ର ଆଗାମୀ ଏପିସୋଡରେ ନୀରଜ ଚୋପଡା ଶକ୍ତିମୋହନଙ୍କୁ…

ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, ଫ୍ୟାନ୍‌ଙ୍କୁ କହିଲେ ଚିନ୍ତା ଦୂର କରିବାର ଦେଶୀ…

ଟୋକିଓ ଅଲିମ୍ପିକ୍‌ରେ ଜ୍ୟାଭ୍‌ଲିନ ଥ୍ରୋ ଜରିଆରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଥିବା ଗୋଲ୍ଡେନ ବୟ ନୀରଜ ଚୋପ୍ରା ରାତାରାତି ଷ୍ଟାର୍‌ ବନି ଯାଇଛନ୍ତି। ଏବେ ସେ ଜନତାଙ୍କ ହିରୋ ସାଜିଛନ୍ତି। ନୀରଜ ଚୋପ୍ରା ସୋସିଆଲ ମିଡିଆରେ ବି ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଏବେ ଏବେ ଗୋଲ୍ଡେନ ବୟଙ୍କର ଏକ…

ନୂଆ ବିଜ୍ଞାପନରୁ ସୋସିଆଲ ମିଡିଆରେ ଛାଇଗଲେ ନୀରଜ ଚୋପ୍ରା, ଅଲଗା ଅଲଗା ରୂପରେ ଦେଖାଇଲେ ନିଜ ଅଭିନୟ ଯାଦୁ; ଫ୍ୟାନ୍ସ…

ଟୋକିଓ ଅଲିମ୍ପିକ୍‌ରେ ଜ୍ୟାଭ୍‌ଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତି ଦେଶର ନାଁ ଉଜ୍ଜ୍ୱଳ କରିଥିବା ନୀରଜ ଚୋପ୍ରା ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ନିଜର ଏକ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ ଅଛନ୍ତି ଏବଂ ଟ୍ଵିଟରରେ ଟ୍ରେଣ୍ଡ କରୁଛନ୍ତି। ଏହି ବିଜ୍ଞାପନ ବିତ୍ତୀୟ ସେବା ସହ…