ସୁଶାନ୍ତଙ୍କ ଘରୁ ଶୁଭୁଥିଲା ଅଜବ ଶବ୍ଦ ଓ ଘଟୁଥିଲା ଏଭଳି ଅଲୌକିକ ଘଟଣା, ଖୁଲାସା କଲା ରୋଷେୟା
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସୁଛି। ଏହାର ଉତ୍ତର ଖୋଜିବାକୁ ସିବିଆଇ ଟିମ୍ ମୁମ୍ବାଇରେ ପହଞ୍ଚିଛି। ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି ଓ ଏହା ଏକ ନୂଆ ପ୍ରଶ୍ନ ଠିଆ କରୁଛି। ସୁଶାନ୍ତଙ୍କ ରୋଷେୟା ନୀରଜ ସିଂହ କହିଛନ୍ତି ଯେ ସୁଶାନ୍ତଙ୍କ…