କରୋନା ସ୍ଥିତି ଜଟିଳ ନେଇ NEET ଓ JEE ପରୀକ୍ଷା ପ୍ରଶ୍ନବାଚୀ
କେନ୍ଯୁଜ୍: ସିବିଏସ୍ଇ ଓ ଆଇସିଏସ୍ଇର ବାକି ଥିବା ସମସ୍ତ ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ । ଏବେ NEET ଓ JEE ପରୀକ୍ଷା ଉପରେ ନଜର । ଏହି ଦୁଇଟି ପରୀକ୍ଷା ହେବା ନା ବାତିଲ୍ ହେବ ସେନେଇ କୌଣସି ସୂଚନା ମିଳିନାହିଁ । ପରୀକ୍ଷା ହେଲେ ପୂର୍ବ ନିର୍ଦ୍ଧାରତ ତାରିଖରେ ହେବ ନା ତାରିଖ ବଦଳିବ ?…