ଆଜିଠାରୁ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ
ନୂଆଦିଲ୍ଲୀ(କେନ୍ୟୁଜ୍): ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେବ କାଉନସେଲିଂ । ଏଥିପାଇଁ ଆଜିଠାରୁ ଆରମ୍ଭ ହେବ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍। ନିଟ୍ ର୍ୟାଙ୍କଧାରୀ ଛାତ୍ରଛାତ୍ରୀ ojee.nic.in ଓ odishajee.comରେ ଲଗ୍ ଅନ୍ କରି ରେଜିଷ୍ଟ୍ରେସନ୍…