Browsing Tag

Neet exam

ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅସହାୟ ଯୁବକଙ୍କୁ ସାହା ହେଲେ କିଟ ଓ କିସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ

ନବରଙ୍ଗପୁର: ସଂଘର୍ଷର ଯନ୍ତ୍ରଣା ଥିଲା କିଛି ଅଲଗା ପୁଣି ସଫଳତା ହାସଲ କରିବା ଥିଲା ସ୍ୱପ୍ନ । କୋଚିଂ ନେବାପାଇଁ ପଇସାଟିଏ ନଥିବାରୁ ୟୁଟ୍ୟୁବରୁ ପାଠ ପଢ଼ି ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସିନା କିନ୍ତୁ ଆଗକୁ ପାଦ ବଢାଇବାକୁ ସାହସ ଜୁଟାଇ ପାରୁନଥିଲେ । ଆଉ ଏତିକିବେଳେ ଗଡ଼ ଫାଦର ଭଳି…

ମୃତ ଜେଜେ ବାପାଙ୍କ ସ୍ବପ୍ନ ପୂରଣ କରିଛନ୍ତି ନାତି ଆଦିତ୍ୟ ଅଂଶୁମାନ

ପୁଅ ବନିବ ଡାକ୍ତର । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେତୋସ୍କୋପ । ପୁଅ ନିଟ୍‌ ପରୀକ୍ଷାରେ ପାସ୍‌ କରିଛି । ପୁଅ ଡାକ୍ତରୀ ପଢ଼ିବ ଜାଣି ବାପାମା’ଙ୍କ ସହିତ ପୁରା ପରିବାର ଲୋକଙ୍କ ପାଦ ତଳେ ଲାଗୁନି । ମିଠା ଖୁଆଇ ଖୁସି ହେଉଛନ୍ତି । ପୁଅ ସହ ସେମାନଙ୍କର ବି ବର୍ଷ ବର୍ଷର କଠିନ ପରିଶ୍ରମ…

NEET UG ୨୦୨୫ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଛାତ୍ରୀ, କୋଚିଂ ଫ୍ୟାକ୍ଟ୍ରି ରୁ ଆସିଲା ଦୁଃଖଦ ଖବର

ଦିଲ୍ଲୀ :  NEET UG ୨୦୨୫ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ନିଜ ଜୀବନ ହାରିଦେଇଛନ୍ତି । ଏଭଳି ଏକ ଦଃଖଦ ଖବର କୋଚିଂ ହବ୍ ଭାବରେ ପ୍ରସିଦ୍ଧ କୋଟାରୁ ଆସିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କୋଟାରେ NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଯୁବତୀ…

ନିଟ ପରୀକ୍ଷା ପୂର୍ବରୁ ୪ ଦଲାଲ ଗିରଫ, ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକୁଥିଲେ

ଭୁବନେଶ୍ୱର : ନିଟ ପରୀକ୍ଷା ପୂର୍ବରୁ ୪ ଜଣଙ୍କୁ ଗିରଫ କରିଛି ସ୍ପେଶଲ୍ କ୍ରାଇମ୍ ୟୁନିଟ । ଭୁବନେଶ୍ୱର ସ୍ପେଶାଲ କ୍ରାଇମ୍ ୟୁନିଟ ଦ୍ୱାରା ୪ ଆନ୍ତ ରାଜ୍ୟ ଠକ ଗିରଫ ହୋଇଛନ୍ତି । ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି । ଏଥିସହିତ ୯୦…

ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଲାଞ୍ଜିଆ ସୌରା ଜନଜାତିର ପୁଅ ନବେଶ ଶବର, ଡାକ୍ତରୀ ଛାତ୍ରଙ୍କ ଭିନ୍ନ ଲକ୍ଷ୍ୟ

ରାୟଗଡା: ବାପା ମାଆଙ୍କ କଷ୍ଟ ହିଁ ନବେଶଙ୍କ ସଫଳତାର ଚାବି କାଠି । ପିଲା ବେଳୁ ବାପା ମାଆ ତାଙ୍କ ପାଇଁ ବହୁତ କଷ୍ଟ କରିଥିଲେ । ଆଉ ତାଙ୍କ ପାଇଁ ହିଁ ସେଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ଡାକ୍ତରୀ ପାଠ ପଢୁଥିବା ନବେଶ ଏଭଳି କିଛି କହିଛନ୍ତି । ବିରଳ ଆଦିମ ଜନଜାତିରୁ ଆସି ଯେଉଁ ସଫଳତା…

ନିଜ ଭିଟାମାଟିକୁ ଫେରିଲେ ମଙ୍ଗଳା ମୁଦୁଲି, ଡାକ୍ତର ପୁଅକୁ ସ୍ୱାଗତ କଲେ ଗାଁ ଲୋକେ

ନିଜ ଭିଟାମାଟିକୁ ଫେରିଛି ସୁନା ପୁଅ ମଙ୍ଗଳା ମୁଦୁଲି । ପାରମ୍ପରିକ ନାଚଗୀତରେ ଦୁଲୁକିଳା ଗାଁ ଦାଣ୍ଡ । ସମସ୍ତେ ଡାକ୍ତର ପୁଅକୁ ସ୍ୱାଗତ କରିଛନ୍ତି । ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିର ବଣ୍ଡା ଜନଜାତିରେ ପ୍ରଥମ ଥର ପାଇଁ ଜଣେ କିଏ ଡାକ୍ତର ହେବ ଆଉ ନିଜ ଅଞ୍ଚଳର ଦୁଃଖ ଦୂର କରିବ । ଏମିତି…

ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି ସୃଷ୍ଟି କଲେ ଇତିହାସ, ପ୍ରଥମ ଚେଷ୍ଟାରେ କଲେ ନିଟ୍ କ୍ଲିୟର 

ବାଲେଶ୍ଵର/ମାଲକାନଗିରି: କିଛି କରିଦେଖାଇବାର ଜୋସ୍‌ ରଖୁଥିବା ଲୋକମାନେ କୌଣସି କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ । ଏମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିଥାନ୍ତି । କୁହାଯାଏ ଦୃଢ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ଅସାଧ୍ୟକୁ ବି ସାଧ୍ୟ କରିହୁଏ । ଯାହାକୁ ଆମେ ଅସମ୍ଭବ ବୋଲି…

ଆଜି ନିଟ୍ ପିଜି ପ୍ରବେଶିକା, ପ୍ରାୟ ୧୧ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ : ଆଜି ଦେଶବ୍ୟାପୀ ନିଟ୍ ପିଜି ପରୀକ୍ଷା  । ପ୍ରାୟ ୧୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।  ଦୁଇଟି ସିଟିଂରେ ପରୀକ୍ଷା ହେବ ।  ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଁଚିବାକୁ ପରାମର୍ଶ ଦିଆଯାଇଛି । ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ୩୦ ଏବଂ…

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିଟ-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ । ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ବଡ଼ ଧରଣର ପ୍ରଶ୍ନପତ୍ର ଲିକ ହୋଇନାହିଁ । କେବଳ ଦୁଇଟି ସହର ମଧ୍ୟରେ ପ୍ରଶ୍ନପତ୍ର ଲିକ ସୀମିତ । ହଜାରିବାଗ ଓ ପାଟନାରେ ପ୍ରଶ୍ନପତ୍ର ଲିକ ସୀମିତ…

ପ୍ରକାଶ ପାଇଲା NEET-UG ଫାଇନାଲ ରେଜଲ୍ଟ: ବଦଳିଛି ୪ ଲକ୍ଷ ପ୍ରାର୍ଥୀଙ୍କ ପଦବୀ, ଏପରି ଚେକ୍‌ କରନ୍ତୁ ସ୍କୋର କାର୍ଡ

NEET UG ୨୦୨୪ର ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି । ନୂଆ ରିଭାଇଜ ଫାଇନାଲ ରେଜଲ୍ଟ ପରେ ପ୍ରାୟ ଚାରି ଲକ୍ଷ ପ୍ରାର୍ଥୀଙ୍କ ପଦବୀ ବଦଳିଛି । ସୂଚନାଯୋଗ୍ୟ ଯେ ବିଜ୍ଞାନରେ ଏକ ଅସ୍ପଷ୍ଟ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମେରିଟ୍ ଲିଷ୍ଟ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା ।…

ନିଟ୍‌ ପ୍ରଶ୍ନପତ୍ର ସମାଧାନ କରିଥିବା ୪ MBBS ଛାତ୍ର ହେବେ ସସ୍‌ପେଣ୍ଡ, ପାଟନା ଏମ୍ସ ନେଲା ନିଷ୍ପତ୍ତି

NEET UG ୨୦୨୪ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମାଧାନକାରୀ ହୋଇଥିବା ଏମ୍ସ (AIIMS) ପାଟନାର ୪ ଡାକ୍ତରୀ ଛାତ୍ରଙ୍କୁ ନିଲମ୍ବିତ କରାଯିବ । ନିଟ୍‌ ପରୀକ୍ଷାରେ ଅନିୟମିତତା ପରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ) ଗୋଟିଏ ପରେ ଗୋଟିଏ ଲିଙ୍କ୍‌ ଯୋଡ଼ି ଏହି ଡାକ୍ତରୀ ଛାତ୍ରମାନଙ୍କ ନିକଟରେ…

NEET-UG: ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଶନିବାର ମଧ୍ୟାହ୍ନ ସୁଦ୍ଧା ସେଣ୍ଟର ଓ୍ଵାଇଜ୍‌ ରେଜଲ୍ଟ ପ୍ରକାଶ କରୁ…

ନିଟ୍‌-ୟୁଜି (NEET-UG) ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି. ପାରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଗଠିତ ବେଞ୍ଚ ଏହି ଶୁଣାଣି କରିଛନ୍ତି । ଶୁଣାଣି ବେଳେ ସୁପ୍ରିମକୋର୍ଟ ଏନ୍‌ଟିଏ (NTA)କୁ ନିର୍ଦ୍ଦେଶ…