ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅସହାୟ ଯୁବକଙ୍କୁ ସାହା ହେଲେ କିଟ ଓ କିସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ
ନବରଙ୍ଗପୁର: ସଂଘର୍ଷର ଯନ୍ତ୍ରଣା ଥିଲା କିଛି ଅଲଗା ପୁଣି ସଫଳତା ହାସଲ କରିବା ଥିଲା ସ୍ୱପ୍ନ । କୋଚିଂ ନେବାପାଇଁ ପଇସାଟିଏ ନଥିବାରୁ ୟୁଟ୍ୟୁବରୁ ପାଠ ପଢ଼ି ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସିନା କିନ୍ତୁ ଆଗକୁ ପାଦ ବଢାଇବାକୁ ସାହସ ଜୁଟାଇ ପାରୁନଥିଲେ । ଆଉ ଏତିକିବେଳେ ଗଡ଼ ଫାଦର ଭଳି…