Browsing Tag

NEET results 2020

ସମାନ ମାର୍କ ରଖି ବି NEET ପରୀକ୍ଷାରେ ଟପ୍ପର ହୋଇପାରିଲେନି ଦିଲ୍ଲୀ ଝିଅ ଆକାଂକ୍ଷା ସିଂହ, ଏହି କାରଣ ଦର୍ଶାଇଲା ବୋର୍ଡ

ସମାନ ନମ୍ବର ରଖିବି ମିଳିଲାନି ରାଙ୍କ । ଦିଲ୍ଲୀ ଝିଅ ଆକାଂକ୍ଷା ସିଂହ ମେଡ଼ିକାଲ ଏଣ୍ଟ୍ରାସ ଟେଷ୍ଟ ବା NEET ରେ ୭୨୦ ରୁ ୭୨୦ ମାର୍କ ରଖିଛନ୍ତି । କିନ୍ତୁ ଶତ ପ୍ରତିଶତ ମାର୍କ ରଖିଥିଲେ ବି ସେ ଟପ ରାଙ୍କରେ ସ୍ଥାନ ପାଇ ପାରିନାହାନ୍ତି । ବୟସ କମ ହୋଇଥିବାରୁ ତାଙ୍କୁ ଟପର କରା ନଯାଇ ଓଡ଼ିଶାର…

ପ୍ରକାଶ ପାଇଲା ନିଟ୍ ପ୍ରବେଶିକା ପରୀକ୍ଷା ରେଜଲ୍ଟ, ଓଡିଶାରୁ ଟପ୍ପର ହେଲେ ସୋଏବ୍ ଅଫତାବ

କେନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଲା ନିଟ୍ ପ୍ରବେଶିକା ପରୀକ୍ଷା ରେଜଲ୍ଟ। ଏହି ନିଟ୍ ପରୀକ୍ଷାର ଓଡିଶାରୁ ଟପ୍ପର ହୋଇଛନ୍ତି ସୋଏବ୍ ଅଫତାବ । ଓଡିଶାରୁ ପ୍ରଥମ ଛାତ୍ର ଭାବେ ସୋଏବ ଟପ୍ପର ହୋଇଥିବା ସୂଚନା ମିଳିଛି।  ସୋଏବ ୭୨୦ରୁ ୭୨୦ ମାର୍କ ରଖି  ଟପ୍ପର ହୋଇଛନ୍ତି। ୧୮ ବର୍ଷୀୟ ସୋଏବଙ୍କ ଘର…

ଆଜି ପ୍ରକାଶ ପାଇବ NEET ରେଜଲ୍ଟ

ନୂଆଦିଲ୍ଲୀ:ଆଜି ପ୍ରକାଶ ପାଇବ NEET ରେଜଲ୍ଟ । ntaneet.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ଚଳିତବର୍ଷ କୋଭିଡ କଟକଣା ଭିତରେ ଦେଶରେ ୧୫ ଲକ୍ଷ ୯୭ ହଜାର ୪୩୩ ଜଣ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଛନ୍ତି । ସେଥିରେ ଓଡିଶାରୁ ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ରାଜ୍ୟରେ ୮୩ଟି…

ଆଜି ପ୍ରକାଶ ପାଇପାରେ NEET ରେଜଲ୍ଟ : ଦେଶରେ ୧୫ ଲକ୍ଷ ୯୭ ହଜାର ୪୩୩ ଜଣ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇପାରେ NEET ରେଜଲ୍ଟ । ntaneet.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ଚଳିତବର୍ଷ କୋଭିଡ କଟକଣା ଭିତରେ ଦେଶରେ ୧୫ ଲକ୍ଷ ୯୭ ହଜାର ୪୩୩ ଜଣ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଛନ୍ତି । ସେଥିରେ ଓଡିଶାରୁ ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ରାଜ୍ୟରେ…