ଡାକ୍ତରୀ ପାଠ ପଢିବେ ଚା’ ଦୋକାନୀଙ୍କ ପୁଅ, ବିନା କୋଚିଂରେ ନିଟ୍ ପରୀକ୍ଷାରେ ରଖିଲେ ୭୦୦ ରୁ ୬୩୫ ନମ୍ବର
କନ୍ଧମାଳ(କେନ୍ୟୁଜ୍): ନିଷ୍ଠା ଓ କର୍ତ୍ତବ୍ୟ ଆଗରେ ଯେ କୌଣସି ଅସମ୍ଭବ କାର୍ଯ୍ଯ ବି ସମ୍ଭବ ହୋଇପାରେ । ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ । ସୂରଜ କୁମାର ବେହେରା ବେହେରା ନାମକ ଏକ ଛାତ୍ର ପାଠ ପଢିବା ସହ ନିଜ ବାପାଙ୍କ ଚାହା ଦୋକାନରେ କାମ କରି ନିକଟରେ ପ୍ରକାଶ…