ନୀତି ମୋହନଙ୍କ ଘରେ ଶୁଭିଲା କୁଆଁ କୁଆଁ ଡାକ, ମାଉସୀ ଶକ୍ତି ମୋହନ ଖୁସିରେ ପାଗଳ ହୋଇ ଲେଖିଲେ ଏମିତି କିଛି
ବଲିଉଡ ପ୍ଲେବ୍ୟାକ ସିଙ୍ଗର ନୀତି ମୋହନ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ନୀତି ମୋହନଙ୍କ ସ୍ୱାମୀ ନିହାର ପାଣ୍ଡ୍ୟା ସ୍ତ୍ରୀଙ୍କ ସହିତ ଫଟୋ ସେୟାର କରି ଏହି ଗୁଡ ନ୍ୟୁଜ ଦେଇଛନ୍ତି। ନିହାର ଫ୍ୟାନମାନଙ୍କୁ କହିଛନ୍ତି କି, ନୀତି ଏକ ସୁନ୍ଦର ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।…