Browsing Tag

NEFT transaction

ନୂଆ ବର୍ଷରେ ଗ୍ରାହକ ମାନଙ୍କୁ ବ୍ୟାଙ୍କ ଦେବ ନୂଆ ସୁଯୋଗ, ଏନଇଏଫଟି ଟ୍ରାଞ୍ଜାକ୍ସନ କଲେ ଆଉ ଦେବାକୁ ପଡ଼ିବନି ଶୁଳ୍କ

ଆସନ୍ତା ନୂଆ ବର୍ଷରେ ଦେଶର ବ୍ୟାଙ୍କ ମାନଙ୍କ ତରଫରୁ ଗ୍ରାହକ ମାନଙ୍କୁ ଏକ ନୂଆ ଅଫର ମିଳିପାରେ । ୨୦୨୦ ମସିହା ଜାନୁୟାରୀ ମାସରୁ ଏନଇଏଫଟି ଜରିଆରେ ହେଉଥିବା ନେଣଦେଣରେ ଆଉ ଶୁଳ୍କ ଦେବାକୁ ପଡିବ ନାହିଁ । ୨୦୧୬ ମସିହାରେ ହୋଇଥିବା ନୋଟ ବନ୍ଦୀର ୩ ବର୍ଷ ପରେ ଡିଜିଟାଲ ନେଣଦେଣକୁ ଅଧିକ…