କାହିଁକି ଆସେ ନକାରାତ୍ମକ ଚିନ୍ତାଧାରା? ଜାଣନ୍ତୁ ଏଥିରୁ ବାହାରିବାର ଉପାୟ
ବର୍ତ୍ତମାନର ଖରାପ ଲାଇଫ୍ ଷ୍ଟାଇଲ ଯୋଗୁ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ଲୋକମାନେମେଣ୍ଟାଲ ଷ୍ଟ୍ରେସ୍ ଏବଂ ନକାରାତ୍ମକ ଚିନ୍ତାଧାରା ଯୋଗୁ ସମସ୍ୟାରେ ପଡୁଛନ୍ତି । ଯଦି ନକାରାତ୍ମକ ଚିନ୍ତାଧାରା ସବୁବେଳେ ଆପଣଙ୍କ ମନରେ ଚାଲିଥାଏ, ତେବେ ଏହା ଆପଣଙ୍କ…