Browsing Tag

neglect treatment

କ୍ବରେଣ୍ଟାଇନ ସେଣ୍ଟରରେ ଥିବା ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ଖଇରା ଥାନା ଜଳଦା ନୋଡାଲ ବିଦ୍ୟାଳୟର କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ଯୁବକର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନି ବିହାରି ମଳିକ ମୁମ୍ବାଇରେ ଗତ କିଛି ବର୍ଷ ଧରି କାମ କରୁଥିଲେ । ଗତ ୨୭…

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, ମରିଯିବା ପରେ ବି ଚାଲିଲା ସାଲାଇନ୍‌

ପୁରୀ(କେନ୍ଯୁଜ୍): ମୃତ୍ୟୁର ୧ ଘଣ୍ଟା ପରେ ବି ଚାଲିଲା ସାଲାଇନ୍‌। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସଦର ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ପୁରୀ ସତ୍ୟବାଦୀ ଅଞ୍ଚଳର ମନୋରଞ୍ଜନ ଦିକ୍ଷୀତ ନିଶ୍ୱାସ ପ୍ରଶ୍ୱାସ ନେବାରେ…

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଭଦ୍ରକର ଘରୋଇ ନର୍ସିଂହୋମ୍‌ରେ ଉତ୍ତେଜନା

ଭଦ୍ରକ(କେନ୍ୟୁଜ୍): ରୋଗୀ ମୃତ୍ୟୁରୁ ଉତ୍ତେଜନା। ଭଦ୍ରକର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଯାଜପୁର ପାଣିକୋଇଲି ବାଙ୍କସାହିର ସ୍ୱର୍ଣ୍ଣଲତା ମହାପାତ୍ର। ଡାକ୍ତରଙ୍କ ଅବେହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା…