Browsing Tag

negligence

ସାମାନ୍ୟ ଅବହେଳା ପାଇଁ ଚାଲିଗଲା ରୋଗୀର ଜୀବନ, ଡାକ୍ତରଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ୱାମୀ

ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନ । ନୀରିହ ସାଧାରଣ ଲୋକମାନେ ଡାକ୍ତରଙ୍କ ଉପରେ ବିଶ୍ୱାସ ରଖି ଦୂର ଦୂରାନ୍ତରରୁ ଆସି ହସ୍ପିଟାଲରେ ପହଞ୍ଚିଥାନ୍ତି । କାରଣ ସେମାନେ ଜାଣିଥାନ୍ତି ଯେ, ଡାକ୍ତର ହିଁ ସେମାନଙ୍କ ବଡ଼ ବଡ଼ ରୋଗ କୁ ଭଲ କରିପାରିବେ । କିନ୍ତୁ ଯଦି ଡାକ୍ତରମାନେ ନିଜ କାର୍ଯ୍ୟରେ…

ଦାୟିତ୍ୱହୀନତା! ମତଦାନ ଭିତରେ ଲୋକଙ୍କ ଜୀବନ ସହିତ ଖେଳ, କରୋନା ଓ୍ଵାର୍ଡକୁ କରିଦେଲେ ପୋଲିଂ ବୁଥ୍‌, ତୀବ୍ର ଅସନ୍ତୋଷ…

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ମାମଲା ଭିତରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବା ଏବଂ ନିର୍ବାଚନ ପାଇଁ ରାଜନେତାମାନଙ୍କ ର‍୍ୟାଲି ପ୍ରଥମରୁ ହିଁ ବଡ଼ ଚିନ୍ତାଜନକ ବିଷୟ ପାଲଟିଛି। ଆଉ ଏହାରି ଭିତରେ ବଙ୍ଗର ରାୟଗଞ୍ଜରୁ ଆହୁରି ଏକ ଦାୟିତ୍ୱହୀନତାର ଖବର ସାମ୍ନାକୁ ଆସିଛି। ଆଜି ପଶ୍ଚିମବଙ୍ଗରେ ୬ଷ୍ଠ…

ପ୍ରତିଶ୍ରୁତି ଦେଲା ପ୍ରଶାସନ ହେଲେ ଭୁଲିଗଲା, ବିଜୁ ପକ୍କା ଘରର ବକେୟା କିସ୍ତି ପାଇଁ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ,…

ଟାଙ୍ଗୀ(କେନ୍ୟୁଜ୍): ହରିପୁର ଗାଁର ଝାଟିମାଟି ଘରେ ରହୁଥିବା ସକୁନ୍ତଳା ଦେଇ ଜୀବନରେ ଶେଷ ସମୟରେ ଗୋଟେ ପକ୍କା ଘରେ ରହିବାକୁ ସ୍ବାପ୍ନ ଦେଖିଥିଲେ। ଯେଉଁଥିପାଇଁ ସରକାରୀ ସହାୟତକୁ ଅପେକ୍ଷା କରି ରହିଥିଲେ। ଏଥିପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡି ଦୌଡି ୨୦୧୫-୧୬…

ମୟୂରଭଞ୍ଜ: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳାରୁ ଚାଲିଗଲା ଶିଶୁର ଜୀବନ, ହସ୍ପିଟାଲ ନେବା ବାଟରେ ଗାଡି ଅଟକାଇ…

ମୟୂରଭଞ୍ଜ : ୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାରୁ କଟକ ବଡ଼ ଡାକ୍ତରଖାନାକୁ ଗୁରୁତର ଅସୁସ୍ଥ ଶିଶୁକୁ ନିଆଯାଉଥିବା ବେଳେ ଘଟିଛି ଏଭଳି ଅଘଟଣ । କଟକ ଯିବା ବାଟରେ ଏକ ହୋଟେଲରେ ଆମ୍ବୁଲାନ୍‌ସ କର୍ମଚାରୀ ଦୀର୍ଘ…