ଚନ୍ଦ୍ର ତିଆରି ହେଲା କିପରି?
ଜହ୍ନ, ଦେଖିବାକୁ ଯାହା ଖୁବ ସୁନ୍ଦର। ରାତିର ଘନ ଅନ୍ଧକାରରେ ଆକାଶରେ ତାରା ମାନଙ୍କ ସହ ଶୋଭାପାଏ ଏହି ଜହ୍ନ। କୁହାଯାଏ ଜହ୍ନକୁ ଦେଖି କ୍ୟାଲେଣ୍ଡର ତିଆରି କରାଯାଇଛି। ଏହାକୁ ନେଇ ଅନେକ କାହାଣୀ ମଧ୍ୟ ସାମ୍ନାକୁ ଆସିଛି। ସୁନ୍ଦର ଜହ୍ନକୁ ଦେଖି ସମସ୍ତଙ୍କଆଖି ଲାଖିଯାଏ। ରାତିରେ ଜହ୍ନ ଆଲୁଅ…