Browsing Tag

nepal-india border issue

ଭାରତ ସହ କଥାବାର୍ତ୍ତା ମାଧ୍ୟମରେ ହୋଇପାରିବ ସବୁ ସମସ୍ୟାର ସମାଧାନ: ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗୱାଲିଆ

ଭାରତ ଅଧୀନରେ ଥିବା କଳାପାଣି, ଲିପୁଲେଖ ଓ ଲିମ୍ପିଆଧୁରା ଅଂଚଳକୁ ନିଜ ମାନଚିତ୍ରରେ ସାମିଲ କରିବାର କିଛି ଦିନ ଭିତରେ ହିଁ ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗୱାଲିଆ ଭାରତକୁ ନିଜର ଏକ ବନ୍ଧୁ ରାଷ୍ଟ୍ର ଭାବେ ନିଜ ବୟାନରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁଯାୟୀ କାହିଁ କେଉଁ କାଳରୁ…