ନେପାଳୀ ପର୍ବତାରୋହୀ ନିର୍ମଳ ପୁର୍ଜାଙ୍କ ରେକର୍ଡ, ମାତ୍ର ଛଅ ମାସରେ ଚଢିଲେ ବିଶ୍ୱର ୧୪ଟି ଉଚ୍ଚ ଶୃଙ୍ଗ
ନୂଆଦିଲ୍ଲୀ: ନେପାଳୀ ପର୍ବତାରୋହୀ ରେକର୍ଡ କରିଛନ୍ତି। ମାତ୍ର ଛଅ ମାସରେ ବିଶ୍ୱର ୧୪ଟି ଉଚ୍ଚ ଶୃଙ୍ଗ ଆରୋହଣ କରି ସେରେକର୍ଡ କରିଛନ୍ତି। ମଙ୍ଗଳବାର କିଛି ଶେର୍ପାଙ୍କ ସହ ତିବ୍ଦତର ଶିଶାପଙ୍ଗମ୍ ପର୍ବତ ଶିଖରରେ ପହଞ୍ଚିବା ପରେ ୩୬ ବର୍ଷିୟ ପର୍ବତାରୋହୀ ନିର୍ମଳ ପୁର୍ଜା ତାଙ୍କର ଲକ୍ଷ୍ୟ ହାସଲ…