ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି
ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି । ସେ ପୂର୍ବତନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଆସିଛନ୍ତି । ଆଉ କିଛି ସମୟ ପରେ ହୋଇପାରେ ଶପଥ ଗ୍ରହଣ ସମାରୋହ । ତେବେ ଶପଥ ପୂର୍ବରୁ ନେପାଳ ସଂସଦ ଭଙ୍ଗ କରାଯାଇଛି । ୬୮ ବର୍ଷୀୟା କାର୍କୀ ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ନେପାଳର…