Browsing Tag

nepali girl married a odia boy

ସୀମା ସରହଦ ପାରି କଲା ପ୍ରେମ, ଓଡ଼ିଆ ପୁଅର ହାତ ଧରିଲା ନେପାଳୀ ଝିଅ

ବାଲେଶ୍ୱର: ପ୍ରେମ ମାନେନି ଦେଶବିଦେଶ କି ସୀମାବିବାଦ । ପ୍ରେମ ପାଖରେ ହାର ମାନେ ସମସ୍ତ ପ୍ରକାର କଟକଣା । ଆଉ ଏହି ଶାଶ୍ୱତ ପ୍ରେମ ପାଖରେ ହାର ମାନିଛି ଦେଶଦେଶ ଭିତରର ତିକ୍ତତା । ନେପାଳ ଯୁବତୀ ସହିତ ଓଡିଆ ଯୁବକର ପ୍ରେମ ବିବାହ ନେପାଳ-ଭାରତର ପୂର୍ବ ସମ୍ପର୍କକୁ ଯେମିତି ମନେ ପକାଇ ଦେଉଛି ।…