Browsing Tag

nephew

ଭଣଜା ଉପରେ ଫିଦା ହୋଇଯାଇଥିଲେ ମାଇଁ, ସୁଯୋଗ ପାଇ ହୋଇଗଲେ ଫେରାର

କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ଏହି ବିବାହର…

ଆନନ୍ଦପୁର: ପୁତୁରାର ତୀରମାଡ଼ରେ ବଡବାପା ଗୁରୁତର

ଆନନ୍ଦପୁର(କେନ୍ୟୁଜ୍‌): ଆନନ୍ଦପୁର ଥାନା ତରତରା ପଞ୍ଚାୟତ ପଣସଡ଼ିହା ଗାଁ ରେ ପୁତୁରାର ତୀର ମାଡ଼ରେ ବଡବାପା ଗୁରୁତର ଆହତ ହୋଇଛନ୍ତି। ମୁରଲୀ ନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରେ ବସି ଟିଭି ଦେଖୁଥିବା ସମୟରେ ତାଙ୍କ ପୁତୁରା ବୋଧିଆ ଅଚାନକ ତାଙ୍କୁ ତୀର ମାଡ଼ କରିଥିଲା। ତୀରଟି ମୁରଲୀଙ୍କ…

ମୟୂରଭଞ୍ଜ: ପୁଣି ଗୁଣି ଗାରେଡିରୁ ହତ୍ୟାକାଣ୍ଡ,କଟା ମୁଣ୍ଡ ଧରି ଚାଲି ଚାଲି ଯିବା ବେଳେ ଅଭିଯୁକ୍ତ ଗିରଫ କଲା ପୋଲିସ

ମୟୂରଭଞ୍ଜ(କେନ୍ୟୁଜ୍): ପୁଣି ଗୁଣି ଗାରେଡିର ସେନ୍ଦେହରେ ହତ୍ୟାକାଣ୍ଡ। କଟା ମୁଣ୍ଡ ଧରି ଚାଲି ଚାଲି ଯିବା ବେଳେ ଅଭିଯୁକ୍ତ ଗିରଫ । ମୟୂରଭଞ୍ଜର ଖୁଣ୍ଟା ଥାନା କରକଚିଆ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଡାହାଣୀ ସନ୍ଦେହରେ ନିଜ ମାଇଁର ମୁଣ୍ଡ କାଟିଲା ଭଣଜା । ପରେ କଟାମୁଣ୍ଡ ଓ ବର୍ଚ୍ଛା ଧରି…

ଜମିଜମା ବିବାଦକୁ କେନ୍ଦ୍ର କରି ଦାଦାକୁ ଠେଙ୍ଗାରେ ପିଟିଲା ପୁତୁରା, ଭିଡିଓ ହେଲା ଭାଇରାଲ

ପୁତୁରାର ଠେଙ୍ଗା ମାଡରେ ଦାଦା ଗୁରୁତର । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଚନ୍ଦ୍ରାଦେଇପୁର ଗାଁରେ । ଆହତ ଜଣକ ହେଲେ ତପନ ରାଉତରାୟ । ଜମିଜମା ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି । ଏସମ୍ପର୍କରେ ଖୁଡୀ ଲତିକା ରାଉତରାୟ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି ।…

ନୃସଂଶ ହେଲା ବଡ଼ବାପା, କଟୁରୀରେ ନେଲା ପୁତୁରା ଜୀବନ

ନୂଆପଡ଼ା : ବଡବାପା ସାଜିଲା କଂସେଇ, ନିମିଷକେ ମଧ୍ୟରେ ନେଇଗଲା ନିଜ ପୁତୁରାର ଜୀବନ । ଏଭଳି ବିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଛି ନୂଆପଡା ଜିଲ୍ଲାରେ । ନିଜ ପୁତୁରାକୁ କଟୁରୀରେ ହାଣି ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲା ଅଭିଯୁକ୍ତ ବଡ଼ବାପା। କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଘଟିଛି ଏହି…